ଆୟୁଷ୍ମାନ ଭାରତ ଯୋଜନା: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ

ଭୁବନେଶ୍ବର : ମଙ୍ଗଳବାରଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦ ପ୍ଲସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବେ । ଯୋଜନା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ … Read More

ପୂର୍ବ ଲଦାଖରୁ ଫେରିଲେ ୮୦-୯୦% ଭାରତ ଓ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଡେପସାଙ୍ଗ ଓ ଡେମଚୋକରୁ ୮୦ରୁ ୯୦ ପ୍ରତିଶତ ଭାରତ-ଚୀନ୍ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ମଙ୍ଗଳବାର ସୁଦ୍ଧା … Read More

ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ ।  ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦୁର୍ନୀତି ନିବାରଣ ସପ୍ତାହର ଉଦଘାଟନ କରି ଏହା କହିଛନ୍ତି … Read More

ପଶ୍ଚିମବଙ୍ଗରେ କ୍ଷମତା ପାଇଁ ବିଜେପି କିଛି ବି କରିବ: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପାଇଁ ବିଜେପି କିଛି ବି କରିବ। ରବିବାର ଦିନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଏକ ଜନସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି । ତାଙ୍କ କହିବା ମୁତାବକ, ୨୦୨୬ରେ ହେବାକୁ ଥିବା ବିଧାନସଭା … Read More

ମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି । ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର … Read More

ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଚେକପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ

ପେଶାୱର: ପାକିସ୍ତାନରେ ଆତଙ୍କବାଦୀ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ଥରେ ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ଫ୍ରଣ୍ଟିୟର କୋର ( ପାକିସ୍ତାନୀ ସୀମା ସୁରକ୍ଷା ବାହିନୀ)ର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଛି। ଫ୍ରଣ୍ଟିୟର କୋରର … Read More

ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ

କଟକ : ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ । ଭବାନୀ ଶଙ୍କର ମହାନ୍ତିକୁ ଗିରଫ କଲା ଦରଘା ବଜାର ଥାନା ପୋଲିସ ।  ଗତ ୧୭ ତାରିଖ ଦିନ ବାରପଥର ଅଞ୍ଚଲରେ ଘଟିଥିଲା ଘଟଣା।  ଗାଡି ପାର୍କିଂ କୁ ବାରଣ … Read More

୨ ଲକ୍ଷ ଟଙ୍କାର ଦାମୀ ବ୍ୟାଗ ଧରି ଟ୍ରୋଲ ହେଲେ ପ୍ରବଚିକା ଜୟା କିଶୋରୀ

ଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ହେଉଛନ୍ତି ଟ୍ରୋଲ୍। ନିଜ ଅନୁଗାମୀମାନଙ୍କୁ ଧନସଂପତ୍ତି ଆହରଣର ମୋହରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ପ୍ରବଚିକାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। … Read More

ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।  ଗତ ୨୦ ମାସ ମଧ୍ୟରେ ରାଜ୍ୟରେ … Read More

ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ବର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ କିସ୍ତି ଖୁବ୍ ଶୀଘ୍ର ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା । … Read More