ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ … Read More

ଦୀପାବଳିରେ ପରସ୍ପରକୁ ମିଠା ଦେଲେ ଭାରତ ଓ ଚାଇନା ସେନା, ପାଟ୍ରୋଲିଂ ଆରମ୍ଭ

ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। … Read More

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଅଘଟଣ l ମୃତକ ହେଲେ ସେହି ଗାଁର ନିଧିଆ ଦେହୁରୀ । ଗତକାଲି ସଂନ୍ଧ୍ୟାରେ ବିଲକୁ ଯାଇଥିବା ବେଳେ ସେହି … Read More

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା … Read More

‘ଭାରତ-ଚାଇନା ସମ୍ପର୍କ ଆହୁରି ସୁଧୁରିବ, ଅପେକ୍ଷା କର’

ଦୀର୍ଘ ୪ ବର୍ଷ ପରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଫେରିଛି ଶାନ୍ତି। ଉକ୍ତ ଅଞ୍ଚଳରୁ ଭାରତ-ଚାଇନା ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ସମ୍ପର୍କରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି … Read More

ବାରହା ଶିକାର କଲା ବାଘୁଣୀ ‘ଯମୁନା’

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି … Read More

ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା: ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ସନ୍ଦେହ

ପୁରୀ: ପୁରୀ ରେଳଷ୍ଟେସନ ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ଜଣାପଡୁଛି । ୧୫ଟି ପ୍ୟାକେଟରେ ୧୫୦ଟି ଗୁଳି ରହିଥିଲା । ଏହାର ବାଲେଷ୍ଟିକ ପରୀକ୍ଷା କରାଯିବ। ଗୁଳି କେଉଁଠୁ ଆସିଲା, କିଭଳି … Read More

ଶ୍ରମଯୋଗୀ କଏଦୀଙ୍କୁ ମିଳିବ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ

କଟକ: ଏଣିକି ଜେଲରେ ଶ୍ରମ କରୁଥିବା କଏଦୀଙ୍କୁ ମିଳିବ ପୋଷାକ ଯୁକ୍ତ ଖାଦ୍ୟ। ଯେଉଁଥିରେ ଦିନକୁ ଦିଆଯାଉଥିବା ଖାଦ୍ୟରେ ଆହୁରି ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ। ଆଜି କିଛି ଏପରି ଶୁଣାଣି ହୋଇଛି ହାଇକୋର୍ଟରେ। ଜେଲରେ ଅଧିକ ଶ୍ରମ … Read More

ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି। ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି। ଭାରତ ୱାନ ନେସନ ୱାନ ଇଲେକ୍ସନ … Read More

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଏହି ଅବସରରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା … Read More