ଏଥର ଜାତୀୟ ସୁରକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି
ନୂଆଦିଲ୍ଲୀ : ପୂର୍ବରୁ କଂଗ୍ରେସକୁ ସଂରକ୍ଷଣ, ଦୁର୍ନୀତି ଓ ନିର୍ବାଚନୀ ଇସ୍ତାହାର ଭଳି ପ୍ରସଙ୍ଗରେ ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଜାତୀୟ ସୁରକ୍ଷାକୁ ମୂଳ ଅସ୍ତ୍ର କରିଛନ୍ତି। ଜାତୀୟ ସୁରକ୍ଷାକୁ ପ୍ରସଙ୍ଗ କରି ସେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସରୁ … Read More