ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ: ମିଳିବ ୧୫ ଲକ୍ଷ ଟଙ୍କାର ସହାୟତ ରାଶି

କଟକ: ଡ୍ୟୁଟି ବେଳେ ମହିଳା ପୋଲିସଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଅଧିକାରୀ । ଗତକାଲି ନିର୍ବାଚନ ଡ୍ୟୁଟି ସମୟରେ ବାଖରାବାଦ୍ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମିତ୍ରଙ୍କ ମୃତ୍ୟୁ ଘଟିଥିଲା । … Read More

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି । ପ୍ରିଜାଇଡିଂ ଅଧିକାରୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । … Read More

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୁସଲମାନଙ୍କୁ ସଂରକ୍ଷଣ ନାହିଁ: ମୋଦୀ

ପାଟନା: ବିହାରର ଆଠଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଚାଲିଛି। ସେପଟେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଚାର କରିବା ଲାଗି ପାଟନାରେ ପହଞ୍ଚିଛନ୍ତି। ବିକ୍ରମସ୍ଥିତ ନିର୍ବାଚନ ସଭାକୁ ସମ୍ବୋଧିତ କରି ପାଟଳିପୁତ୍ର ଲୋକସଭା … Read More

ଅଗ୍ନିବୀରକୁ ନେଇ ଲୋକଙ୍କୁ ମିଛ କହୁଛନ୍ତି ରାହୁଲ ଗାନ୍ଧୀ: ଶାହା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିମାଚଳର କାଙ୍ଗ୍ରାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ଅଗ୍ନିବୀର ଯୋଜନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ … Read More

ଭୋଟ୍ ଦେଇ କେଜ୍ରିୱାଲ କହିଲେ… ଏକଛତ୍ରବାଦ ଶାସନ ବିରୁଦ୍ଧରେ ଦିଆଯାଉଛି ଭୋଟ୍

ନୂଆଦିଲ୍ଲୀ : ମଦ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ କେଜ୍ରିୱାଲ କହିଛନ୍ତି, ‘ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ … Read More

ପାଉଁଶ ହୋଇଗଲା ଗେମିଂ ଜୋନ୍‌; ୨୪ ଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ : ଗୁଜରାଟ ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନରେ ନିଆଁ। ନିଆଁରେ ପାଉଁଶ ହୋଇଯାଇଛି ପୂରା ଗେମିଂ ଜୋନ୍‌। ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ … Read More

ମତଦାନ ତଥ୍ୟ ସାର୍ବଜନନୀନ କଲେ EC, ପୋର୍ଟାଲରେ ଦେଖିପାରିବେ କେଉଁଠି ପଡ଼ିଛି କେତେ ଭୋଟ୍

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ସରିଥିବା ପାଞ୍ଚ ପର୍ଯ୍ୟାୟ ଭୋଟିଂରେ ମତଦାନର ପ୍ରକୃତ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (EC)। ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ ହୋଇଥିବା ସମସ୍ତ ପାଞ୍ଚଟି ପର୍ଯ୍ୟାୟରେ କେତେ ଭୋଟ୍ ଦିଆଯାଇଛି ତାହା … Read More

ୟୁପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଲା ‘ଇଣ୍ଡିଆ’ ମେଣ୍ଟ

ଲକ୍ଷ୍ନୌ: ଆମ୍ବେଦକର ନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସପା ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଶାସକ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଶନିବାର ଅଭିଯୋଗ କରିଛନ୍ତି। ଆମ୍ବେଦକର ନଗରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ … Read More

ଛୁଟି ମନାଇବାକୁ ରାହୁଲ ଶିମଲା ଯାଉଛନ୍ତି କିନ୍ତୁ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ଆସିପାରିଲେନି: ଅମିତ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନରେ ​​ସପ୍ତମ ପର୍ଯ୍ୟାୟ ଭୋଟ୍ ପ୍ରଚାର ପାଇଁ ହିମାଚଳ ପ୍ରଦେଶର ଉନାରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଅମିତ ଶାହା କହିଛନ୍ତି, ମୋଦୀ ଜୀ ପାଞ୍ଚଟି ପର୍ଯ୍ୟାୟରେ ୩୧୦ ଅତିକ୍ରମ କରିଛନ୍ତି ଏବଂ … Read More

ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସୁବାସିନି ଜେନା ସବୁଠୁ ଧନୀ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ନେତା ସୁବାସିନି ଜେନାଙ୍କ ସମ୍ପତ୍ତି ପ୍ରାୟ ୧୩୫ କୋଟି ଟଙ୍କା ରହିଛି ଯାହା ଜୁନ ୧ ରେ ହେବାକୁ ଥିବା ଓଡ଼ିଶା ବିଧାନସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରାର୍ଥୀଙ୍କ … Read More