ବାତ୍ୟା ରେମାଲ ପାଇଁ କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ
ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’ । ଯାହାର ପ୍ରଭାବ ସିଧା ପଶ୍ଚିମବଙ୍ଗ ଉପରେ ପଡ଼ିବ । ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଲକାତା ବିମାନ ବନ୍ଦର ପକ୍ଷରୁ ଆଜି ମଧ୍ୟରାତ୍ରରୁ ୯ ଘଣ୍ଟା … Read More