ଅସଦାଚରଣ କରି ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ
ରେଢାଖୋଲ : ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ। ସେପଟେ ଗିରଫ ଅଭିଯୁକ୍ତ କହୁଛନ୍ତି, କ’ଣ ହୋଇଛି ମୁଁ ଘଟଣା କିଛି ଜାଣିନାହିଁ।ନାକଟିଦେଉଳ ଥାନା ଅଞ୍ଚଳରେ ରହିଛି … Read More