ସ୍ତ୍ରୀକୁ ପାଇ ପୁଅ ବଦଳି ଯାଇଥିବା କହିଲେ ରବୀନ୍ଦ୍ର ଜାଡେଜାଙ୍କ ବାପା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ରବୀନ୍ଦ୍ର ଓ ବୋହୂ ରିଭାବାଙ୍କ ସହ ତିକ୍ତତା ରହିଛି। ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ ବାପା … Read More

ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ବିଚ୍‌ ରାସ୍ତାରେ ସ୍କର୍ପିଓରେ ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ। ରିଲ୍‌ ନିଶାରେ ଗାଡ଼ିକୁ କ୍ଷିପ୍ର ବେଗରେ ଉଡ଼ାଉଥିବାବେଳେ ମାଡ଼ି ବସିଲା ପୁଲିସ୍‌। ତଥାପି ଉତୁରିଲାନି ନିଶା। ପୁଲିସ୍‌ ଅଧିକାରୀ ତଥା ନିଜ ବାପାଙ୍କ ତାଗିଦ ପରେ ଗାଡ଼ି ଧରି ଘଟଣାସ୍ଥଳରୁ … Read More

ଲାଇଭ କରୁଥିବା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଶିବସେନା ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଦହିସର ଅଞ୍ଚଳରୁ ଗତ ଗୁରୁବାର ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯିବାର ଏକ ଦୁଃଖଦ ଘଟଣା ସ‌ାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସକୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି। … Read More

ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମେଣ୍ଟ ପାଇଁ ମନା କରିଥାନ୍ତି : ଜୟନ୍ତ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀ । ଚୌଧୁରୀ ଚରଣ … Read More

ଜଷ୍ଟିସ୍ ଏଏମ ଖାନୱିଲକର ଦେଶର ନୂଆ ଲୋକପାଳ

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର ହେବେ ଦେଶର ନୂଆ ଲୋକପାଳ । ତାଙ୍କ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବିପକ୍ଷ ନେତା ଅଧିକ ରଞ୍ଜନ ଚୌଧୁରୀ ମୋହର ମାରି … Read More

ବନ୍ଧା ହେଲେ ପୂର୍ବତନ ଟିଏମସି ବିଧାୟକ

ବନ୍ଧା ହେଲେ ଟିଏମସିର ପୂର୍ବ ବିଧାୟକ ଅରାବୁଲ ଇସଲାମ । ଗତ ପଞ୍ଚାୟତ ନିର୍ବାଚନରେ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ବାନ୍ଧିଛି ପୁଲିସ୍‌ । ଗତ ଜୁନ୍‌ ମାସରେ ଅଲ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟ(AISF) ନେତା ମୋହିଉଦ୍ଦିନ ମୁଲ୍ଲାଙ୍କୁ … Read More

ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ RTOର ଟ୍ରାଫିକ ଇନସିପେକ୍ଟର

  ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର। ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ। ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ । … Read More

ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି

  ଭୁବନେଶ୍ୱର: ପୁଣି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭୁବନେଶ୍ଵର AIIMS। ରାଜ୍ୟରେ ପ୍ରଥମ ଥର ପାଇଁ ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି। ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ସିଲେଇ ଛୁଞ୍ଚି ବାହାରି କରିଛନ୍ତି ଡାକ୍ତରୀ ଦଳ । ପଶ୍ଚିମବଙ୍ଗରୁ … Read More

ଅସୁସ୍ଥ ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବାକୁ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ … Read More

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ

  ପୁରୀ   : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି ଫୁଟେଜରୁ … Read More