ମାଆ ବିଦ୍ୟାଦାୟିନୀଙ୍କ ପୂଜା ଲାଗି ସାରା ରାଜ୍ୟ ଉତ୍ସବମୁଖର
ଆଗାମୀ କାଲି ଅନୁଷ୍ଠିତ ହେବ ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପୂଜା | ଏଥିଲାଗି ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି | ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ଏହି ପୂଜା ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ … Read More