ଆନ୍ଦୋଳନକାରୀ କୃଷକଙ୍କ ସହ ସରକାରଙ୍କ ଆଲୋଚନା ଜାରି, ଖୁବଶୀଘ୍ର ସମାଧାନ ମିଳିବା ଆଶା
ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସୀମାରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ କମିଟି ଚଣ୍ଡିଗଡ଼ରେ କୃଷକ ନେତାଙ୍କ ସହ ପୁଣି ଥରେ ଆଲୋଚନା ଜାରି ରହିଛି। କୃଷି ଓ କୃଷକ କଲ୍ୟାଣ … Read More