ଇମ୍ରାନ ଖାଁଙ୍କୁ ଆଉ ୭ ବର୍ଷ ଜେଲ୍, ତାଙ୍କ ପତ୍ନୀଙ୍କୁ ବି ୭ ବର୍ଷ ଜେଲ

ଲାହୋର : ପାକିସ୍ତାନର ଏକ ଅଦାଲତ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଶରାଙ୍କ … Read More

‘ଭାରତ ରତ୍ନ ମୋର ନୀତି ଓ ଆଦର୍ଶକୁ ମିଳିଛି’

ନୂଆଦିଲ୍ଲୀ : ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ।ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ … Read More

କବାଟ ଖୋଲିଲେନି ସିଭିଲ୍‌ ଜଜ୍‌, ଘରୁ ବାହାରିଲା ଝୁଲନ୍ତା ମୃତଦେହ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବଦାୟୁରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ସିଭିଲ ଜଜ୍‌ ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍‌ ଓ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । … Read More

ଫ୍ଲୋର ଟେଷ୍ଟରେ ଭାଗ ନେବେ ହେମନ୍ତ ସୋରେନ୍‌

ରାଞ୍ଚି : ଫ୍ଲୋର ଟେଷ୍ଟରେ ଭାଗ ନେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ହେମନ୍ତ ସୋରେନ୍‌ ଆସନ୍ତା ୫ ତାରିଖରେ ହେବାକୁ ଥିବା ଆସ୍ଥା ଭୋଟ୍‌ରେ ଭାଗ … Read More

‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ : ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା … Read More

ବିଆରଏସ୍‌ ନେତ୍ରୀ କବିତା ଦେଲେ ଧମକ; ପ୍ରିୟଙ୍କା ଗାନ୍ଧି ରାଜ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଲେ କରିବେ ପ୍ରତିବାଦ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ଯୋଜନାର ଉଦଘାଟନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିବାର ଗୋଟିଏ ଦିନ ପରେ ବିଆରଏସ ଏମଏଲସି କେ କବିତା … Read More

ଆଡ଼ଭାନୀଙ୍କୁ ପ୍ରକୃତ ସମ୍ମାନ ଦିଆଯାଇନାହିଁ, ଭାରତରତ୍ନ ଘୋଷଣା ପରେ ଏପରି କହିଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ … Read More

ଜିତନ ରାମଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଲା କଂଗ୍ରେସ

ପାଟନା: ବିହାରରେ ଏବେ ଏନଡିଏ ସରକାର ଗଠନ କରାଯାଇଛି, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିହାର ରାଜନୀତିରେ ପୁଣି ଏକ ଡ୍ରାମା ଦେଖିବାକୁ ମିଳିପାରେ | ବାସ୍ତବରେ ‘ହମ୍’ ବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସଂଯୋଜକ ଜିତନ୍ ରାମ … Read More

ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାକୁ ଓଓ୍ବୈସୀଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଘୋଷଣାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କଡ଼ା ସମାଲୋଚନା କରିଛନ୍ତି। ଶନିବାର (ଫେବ୍ରୁଆରି ୩) ସୋସିଆଲ ମିଡିଆ … Read More

ବିଜେପି ବିଧାୟକ କହିଲେ- ହଁ, ମୁଁ ଗୁଳି କରିଛି

ମୁମ୍ବାଇ : ‘ହଁ ମୁଁ ନିଜେ ତାଙ୍କୁ ଗୁଳି କରିଛି। ଏଥିପାଇଁ ମୁଁ ଦୁଃଖିତ ନୁହେଁ।’ ମହାରାଷ୍ଟ୍ରର ଉଲ୍ଲାସନଗର ଥାନାରେ ଶିବସେନା ବିଧାୟକଙ୍କ ଉପରକୁ ଗୁଳି ମାଡ଼ କରିବା ମାମଲାରେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଏଭଳି କିଛି ସଫେଇ … Read More