ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖିଛୁଡ଼ି ଓ କାନିକା
ପୁରୀ: ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଂଟାଯାଉଛି। ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି। ଆଜି ଅପରାହ୍ଣ ଠାରୁ ରାତି ୮ଟା ପର୍ଯ୍ୟନ୍ତ … Read More