ମୁଁ ମୋଦୀ-ଶାହାଙ୍କ ଇଡି-ସିବିଆଇକୁ ଭୟ କରେ ନାହିଁ: ରାହୁଲ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଭାରତ ଯୋଡ଼ ନ୍ୟାୟ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟାର୍ଗେଟ କରିଛନ୍ତି | ରାହୁଲ ଗାନ୍ଧୀ … Read More