୮୩ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି। ତେବେ ଏହି ଆଶ୍ବସ୍ତି ସାଧାରଣ ଲୋକଙ୍କୁ ନୁହେଁ ବରଂ … Read More

ଭାରତୀୟ ବାୟୁସେନାର ଟ୍ରେନର୍‌ ବିମାନ ‘କିରଣ’ କ୍ରାସ୍‌

କର୍ଣ୍ଣାଟକରେ ଭାରତୀୟ ବାୟୁସେନାର ପ୍ରଶିକ୍ଷିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟରେ ବିମାନରେ ଜଣେ ମହିଳାଙ୍କ ସମେତ ଦୁଇଜଣ ପାଇଲଟ୍ ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ବିମାନ ବାୟୁସେନାର ‘କିରଣ ପ୍ରଶିକ୍ଷିକ ବିମାନ’ ବୋଲି କୁହାଯାଉଛି। ଘଟଣା … Read More

୧୦୦ ୟୁନିଟ୍ ବିଜୁଳି ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ଆଜିଠୁ ୧୦୦ ୟୁନିଟ ମାଗଣା ବିଦ୍ୟୁତ୍‌ । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ଦେବେ ସରକାର । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ … Read More

ମଣିପୁର ହିଂସା ଘଟଣାର ‘ସିବିଆଇ’ ତଦନ୍ତର ତତ୍ତ୍ବାବଧାନ କରିବେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି: ଅମିତ ଶାହ

ଇମ୍ଫାଲ୍‌: ମଣିପୁର ହିଂସା ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ‘ସିବିଆଇ’ଟିମ୍‌ର ତତ୍ତ୍ବାବଧାନ ନିମନ୍ତେ କେନ୍ଦ୍ର ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିବା କଥା ଆଜି ଇମ୍ଫାଲ୍‌ରେ ସାମ୍ବାଦିକ ସମ୍ମିଳନୀ ଡକାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ … Read More

ବିଶ୍ୱର ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲେ ଏଲନ ମସ୍କ

ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ହୋଇଛି ବଡ଼ ପରିବର୍ତ୍ତନ । ବିଶ୍ୱର ସବୁଠାରୁ ଧନୀ ତାଲିକା ପ୍ରତିଯୋଗିତାରେ ପୁଣି ଥରେ ଏଲନ ମସ୍କ ନିଜର ସ୍ଥାନ ଅଧିକାର କରିଛନ୍ତି । ବର୍ନାର୍ଡ ଅର୍ନାଲ୍ଟଙ୍କୁ ପଛରେ ପକାଇ ଏଲନ ମସ୍କ ଏହି ସ୍ଥାନ … Read More

ମାନହାନି ମାମଲାରେ ଅପରାଧିକ ଦଣ୍ଡାଦେଶ ପାଇବାରେ ମୁଁ ହେଉଛି ପ୍ରଥମ ବ୍ୟକ୍ତି: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନି ମାମଲାରେ ବୋଧହୁଏ ସେ ହେଉଛନ୍ତି ଅପରାଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ବୁଧବାର ଦିନ କାଲିଫର୍ଣ୍ଣିଆସ୍ଥିତ ସମ୍ମାନଜନକ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ପରିସରରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି। ବକ୍ତବ୍ୟ ଦେବା ବେଳେ ରାହୁଲ୍‌ … Read More

ଜମ୍ମୁ ଓ କଶ୍ମୀରର ସାମ୍ବାରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ବୁଧବାର ରାତିରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ସୀମା ସୁରକ୍ଷା ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରାତି ପ୍ରାୟ ୨.୩୦ରେ ସାମ୍ବା ସେକ୍ଟର୍‌ ଅନ୍ତର୍ଗତ … Read More