କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ

ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। … Read More

‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆମେରିକା ଗସ୍ତ ପୂର୍ବରୁ ଆଜି ‘ମନ୍‌ କି ବାତ୍‌’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସପ୍ତାହେ ପୂର୍ବରୁ କରିଥିବା ‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ … Read More

ଉଗାଣ୍ଡାରେ ISIS ଯୁବକଙ୍କ ଆଖିବୁଜା ଗୁଳିଚାଳନା, ୨୫ ଛାତ୍ର ମୃତ

ଆଫ୍ରିକୀୟ ଦେଶ ଉଗାଣ୍ଡାର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲରେ ଆଇଏସଆଇଏସ୍‌ ଜଡିତ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିଛି । ଫଳରେ ସ୍କୁଲରେ ଅତିକମରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ରହିଛନ୍ତି । ଘଟଣାଟି … Read More

ମାଟି ଭିତରୁ ମିଳିଲା ନୂଆପରି ଦିଶୁଥିବା ୩୦୦୦ ବର୍ଷର ପୁରୁଣା ଖଣ୍ଡା

ବର୍ଲିନ୍‌: ଜର୍ମାନିର ଗୋଟାଏ ‘ବ୍ରୋଞ୍ଜ୍‌ ଯୁଗ’ ଶ୍ମଶାନରୁ ପ୍ରତ୍ନତତ୍ତ୍ବବିତ୍‌ମାନେ ଗୋଟାଏ ଖଣ୍ଡା ଉଦ୍ଧାର କରିଛନ୍ତି। ଉତ୍ତମରୂପେ ସଂରକ୍ଷଣ କରାଯାଇଥିବାରୁ ସେ ଖଣ୍ଡାଟି ଏବେ ବି ଝଟକୁଅଛି ବୋଲି ‘ଦି ବାବେରିଆନ୍‌ ଷ୍ଟେଟ୍‌ ଅଫିସ୍‌ ଫର୍‌ ମୋନୁମେଣ୍ଟ୍‌ ପ୍ରୋଟେକ୍‌ସନ୍‌’ ଜୁନ୍‌ ୧୪ରେ ଜାରି … Read More

ବୁର୍ଖା ଖୋଲିବା ପରେ ପରୀକ୍ଷା ଦେବାକୁ ମିଳିଲା ଅନୁମତି

ହାଇଦ୍ରାବାଦର କେଭି ରଙ୍ଗା ରେଡ୍ଡୀ ଡିଗ୍ରୀ କଲେଜକୁ ଶୁକ୍ରବାର କିଛି ମୁସ୍‌ଲିମ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ସେମାନେ ସମସ୍ତେ ବୁର୍ଖା ପିନ୍ଧିଥିଲେ। ତେଣୁ ସେମାନଙ୍କୁ ପରୀକ୍ଷା ହଲ୍‌କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ ବୁର୍ଖା ଖୋଲିବାକୁ କଲେଜର … Read More

ସୋଶାଲ ମିଡିଆ ପୋଷ୍ଟକୁ ନେଇ ତାମିଲନାଡୁର ବିଜେପି ନେତାଙ୍କୁ ବାନ୍ଧିଲା ପୁଲିସ

ମଦୁରାଇ: ପରିମଳ ଘଟଣାରେ ଜଣେ ‘ଡିଏମ୍‌କେ’ ନେତାଙ୍କୁ ‘ଟୁଇଟର୍‌’ରେ ସମାଲୋଚନା କରିଥିବା ତାମିଲନାଡୁ ରାଜ୍ୟ ‘ବିଜେପି’ ସମ୍ପାଦକ ଏସ୍‌. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ରାତିରେ ମଦୁରାଇ ପୁଲିସ ଗିରଫ କରିଛି। ଉକ୍ତ ଟୁଇଟ୍‌ ପୋଷ୍ଟ୍‌ରେ ସୂର୍ଯ୍ୟ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ର … Read More

ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କେନ୍ଦ୍ରର ବଡ଼ ଯୋଜନା

ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମର ଯୋଜନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତୃବୃନ୍ଦମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହେବାକୁ ଥିବା ଯୋଗ ସେସନ୍ସ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ … Read More

ବେଆଇନ ଦର୍‌ଘା ଯୋଗୁଁ ଖଣ୍ଡପ୍ରଳୟ; ଜଣେ ମୃତ, ୧୭୪ଜଣ ଅଟକ

ଜୁନାଗଡ଼: ଜବରଦଖଲ ଜମିରେ ନିର୍ମିତ ଦର୍‌ଘା ଭାଙ୍ଗିବା ଲାଗି ମୁନିସ୍‌ପାଲିଟି ନୋଟିସ୍‌ ଜାରି କରିବାରୁ ଶୁକ୍ରବାର ସନ୍ଧ୍ୟାରେ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ପୁଲିସ କହିଛି। ସଦ୍ୟତମ ସୂଚନା ଅନୁସାରେ, ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର … Read More

ପାଣି ବଦଳରେ ‘ସ୍ପିରିଟ୍‌’ ପିଆଇ ଦେବାରୁ ସରକାରୀ ଡାକ୍ତରଖାନାରେ ନାବାଳିକା ମୃତ

ଚେନ୍ନାଇ: ପାଣି ପରିବର୍ତ୍ତେ ‘ସ୍ପିରିଟ୍‌’ ପିଆଇ ଦେବାର କିଛି ସମୟ ପରେ ତାମିଲନାଡୁର ମଦୁରାଇସ୍ଥିତ ସରକାରୀ ଡାକ୍ତରଖାନାରେ ‘କିଡ୍‌ନି’ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣେ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। … Read More

ମୋଦୀଙ୍କ ଆମେରିକା ଗସ୍ତକୁ ସଫଳ ରୂପ ଦେବା ପଛରେ ଡୋଭାଲ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପ୍ରମୁଖ ସଚିବ ତାଙ୍କ ନିକଟକୁ ଯେଉଁ ପ୍ରଥମ ଫାଇଲ ଆଣିଥିଲେ ତାହା ଥିଲା ଅଜିତ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଭାବେ … Read More