ଚେନ୍ନାଇରେ ପହଞ୍ଚିଲେ ଇରାନରେ ଫସିଥିବା ୩୦୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ

ଚେନ୍ନାଇ: ଇରାନରେ ଫସି ରହିଥିବା ୩୪୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆର୍ମେନିଆ ଦେଇ ଉଭୟ ସ୍ଥଳ ଓ ବିମାନ ଯାତ୍ରା କରି ଶନିବାର ସନ୍ଧ୍ୟାରେ ସୁରକ୍ଷିତ ଭାବେ ଚେନ୍ନାଇରେ ପହଞ୍ଚିଛନ୍ତି। ଅଧିକାଂଶ ତାମିଲନାଡୁ ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଏହି … Read More

ତାମିଲନାଡ଼ୁ ବିଧାନସଭା ନିର୍ବାଚନ: ଭାଷାକୁ ନେଇ ରାଜନୀତି ତୀବ୍ର

ଚେନ୍ନାଇ: ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଷାକୁ ନେଇ ରାଜନୀତି ତୀବ୍ର ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରି-ଭାଷା ସୂତ୍ର ଓ ଜାତୀୟ ଶିକ୍ଷା … Read More

ପଶ୍ଚିମ ଏସିଆ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ପୁଅଙ୍କ ଡ୍ରୋନ୍ ବ୍ୟବସାୟକୁ ନେଇ ବିବାଦ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ପୁଅ ଏରିକ୍ ଟ୍ରମ୍ପ ଓ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ସହାୟତାରେ ଫ୍ଲୋରିଡା ଭିତ୍ତିକ ଡ୍ରୋନ୍ ଷ୍ଟାର୍ଟଅପ୍ ”ପାୱାରସ୍” ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଘମାଘୋଟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଉପସାଗରୀୟ ଦେଶଗୁଡ଼ିକୁ ନିଜର … Read More

ଇସଲାମାବାଦ ଯିବାକୁ କେବେ ମନା କରିନାହିଁ : ଇରାନ ବିଦେଶ ମନ୍ତ୍ରୀ

ତେହେରାନ: ପାକିସ୍ତାନ ଯାଇ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଇରାନ ଚାହୁ ନଥିବା ରିପୋର୍ଟ ମଧ୍ୟରେ ଶନିବାର ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ସ୍ପଷ୍ଟ ମତ ରଖିଛନ୍ତି। ଇସଲାମାବାଦ ଯାଇ ମଧ୍ୟସ୍ଥତା ଆଲୋଚନା କରିବାକୁ ତାଙ୍କ ଦେଶ କେବେ … Read More

କେରଳ ଷ୍ଟୋରୀରୁ ଧୂରନ୍ଧର, କଂଗ୍ରେସ ଓ ବାମ ଦଳ ମିଛ କହିବାରେ ସିଦ୍ଧହସ୍ତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେରଳରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ବାମପନ୍ଥୀଙ୍କୁ ପୁଣି ତୀବ୍ର ସମାଲୋଚନା କରିଛନ୍ତି। କେରଳ ଷ୍ଟୋରୀ ଓ ଧୂରନ୍ଧର ପରି ଚଳଚ୍ଚିତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏଲ୍‌ଡିଏଫ୍‌ ଓ ୟୁଡିଏଫ୍‌ ମିଛ କହିବାରେ ସିଦ୍ଧହସ୍ତ … Read More

ତ୍ରିଭାଷୀ ସୂତ୍ରକୁ ନେଇ ଷ୍ଟାଲିନ ଓ ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ତ୍ରିଭାଷୀ ସୂତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କୁ କଡ଼ା ଜବାବ ଦେଇଛନ୍ତି। ନିଜର ରାଜନୈତିକ ବିଫଳତାକୁ ପ୍ରଦର୍ଶିତ କରିବାକୁ ଏହା ଏକ କ୍ଲାନ୍ତ ପ୍ରୟାସ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାପୂର୍ବରୁ ଷ୍ଟାଲିନ … Read More

ଇରାନ ସହ ପେମେଣ୍ଟ ସମସ୍ୟା ରିପୋର୍ଟକୁ ଖଣ୍ଡନ କଲା ମନ୍ତ୍ରାଳୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସହିତ ଅଶୋଧିତ ତେଲ ଆମଦାନିରେ କୌଣସି ପେମେଣ୍ଟ୍‌ ସମସ୍ୟା ନାହିଁ। ଭାରତର ତୈଳ କମ୍ପାନିଗୁଡ଼ିକ ଇରାନ ସମେତ ବିଶ୍ବର ବହୁ ଦେଶରୁ ଅଶୋଧିତ ତେଲ କ୍ରୟ କରୁଛନ୍ତି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଶନିବାର କହିଛି। … Read More

ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ ଭାରତ ମୁହାଁ ହୋଇଛି। ପୂର୍ବରୁ … Read More

ଇରାନର ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ : ଜଣେ ସୁରକ୍ଷାକର୍ମୀ ମୃତ

ନୂଆଦିଲ୍ଲୀ: ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଏସୀୟ କ୍ଷେତ୍ରରେ … Read More

ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ ଚଢା

ନୂଆଦିଲ୍ଲୀ : ଶେଷରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା। ତାଙ୍କ ବିରୋଧରେ ଦଳ ଆଣିଥିବା ୩ଟି ଅଭିଯୋଗକୁ ଦଳ ଉପରକୁ ଠେଲି ଦେଲେ ରାଘବ। ରାଜ୍ୟସଭାରେ ଆପ ସାଂସଦ ଦଳୀୟ … Read More