‘ନିଜ ବସ୍‌ଙ୍କଠୁ କେବେ ଆଗକୁ ଯାଅନି…’ : ବହି ପଢି କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ୍ କଲେ ରାଘବ ଚଢା

ନୂଆଦିଲ୍ଲୀ, ୦୬/୦୪ : ଆମ୍ ଆଦମୀ ପାର୍ଟିରେ କିଛି ଠିକ୍ ଚାଲିନି । ଦଳର ରାଜ୍ୟସଭା ଉପନେତା ରାଘବ ଚଢାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଯାହାକୁ ନେଇ ଏବେ ଆପ୍ ବନାମ୍ ରାଘବ । ଆଫ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ … Read More

ଶାହଙ୍କୁ ମୁଢି ଘାଣ୍ଟ ଏବଂ ମାଂସ କଷା ଖାଇବାକୁ କହିଲା TMC !

କୋଲକାତା, ୦୫/୦୪ : ଖାଦ୍ୟ-ପେୟକୁ ନେଇ ସଦାବେଳେ ପଶ୍ଚିମବଙ୍ଗ ଟର୍ଚ୍ଚାରେ ରହିଥାଏ । ଏଠାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳେ । ନିରାମିଷ ସହ ଆମିଷର ଅନେକ ଖାଦ୍ୟ ସହଜରେ ମିଳିଯାଏ । ଏବେ ରାଜ୍ୟରେ ନିର୍ବାଚନ ମାହୋଲ ଥିବାରୁ … Read More

ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୬୩% ବୃଦ୍ଧି

ନୂଆଦିଲ୍ଲୀ: ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା … Read More

ଇରାନର ପରମାଣୁ ପ୍ଲାଣ୍ଟକୁ ନିଶାଣ

ତେହେରାନ: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଶନିବାର ଇରାନର ବୁଶେର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଫଳରେ ଏହି ପ୍ଲାଣ୍ଟର ଜଣେ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ଜଣାପଡିଛି। ଆକ୍ରମଣରେ ପ୍ଲାଣ୍ଟର ଏକ କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। … Read More

ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ସୀମା ସୁରକ୍ଷା ବଳ ( ବିଏସ୍‌ଏଫ୍) କର୍ମଚାରୀମାନେ ଭୋଟ କେନ୍ଦ୍ରରେ ଭୋଟର ପରିଚୟପତ୍ର ଯାଞ୍ଚ କରିବେ। ଏହା ବ୍ୟତୀତ, ମତଦାନ କେନ୍ଦ୍ରରେ ଲାଗିଥିବା ସିସି ଟିଭି କ୍ୟାମେରା ଉପରେ ବି ତୀକ୍ଷ୍‌ଣ ନଜର … Read More

ଆଇନ ପ୍ରଣୟନ ହେବା ସତ୍ତ୍ୱେ ବଦଳିନି ସମାଜର ଚିନ୍ତାଧାରା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ପ୍ରକୃତରେ କଣ ପରିସ୍ଥିତି ବଦଳିଛି? ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ କଟୁ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ବିଶ୍ୱାସ କରନ୍ତି ଯେ କେବଳ … Read More

ବିଜେପିରେ ମିଶିବେ ରାଘବ ଚଢା !

ନୂଆଦିଲ୍ଲୀ: ରାଘବ ଚଢା ଆମ ଆଦମୀ ପାର୍ଟି (ଆପ) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବେ। ଏପରି କଳ୍ପନାଜଳ୍ପନା ବର୍ତ୍ତମାନ ରାଜନୈତିକ ମହଲରେ ଘୂରି ବୁଲୁଛି। ସଞ୍ଜୟ ସିଂହଙ୍କ ପରେ, ସୌରଭ ଭରଦ୍ୱାଜ ଏହି କଳ୍ପନାଜଳ୍ପନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ … Read More

ଏଫ-୧୫ଇ: ବିମାନର ପାଇଲଟଙ୍କୁ ଉଦ୍ଧାର:ଟ୍ରମ୍ପ

ୱାଶିଂଟନ:ଆମେରିକା ଶେଷରେ ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି । ସ୍ପଷ୍ଟୀକରଣ କଲେ ରାଷ୍ଟ୍ରପତି ଟ୍ରମ୍ପ । ସୂଚନାନୁଯାୟୀ, ସାମରିକ ଅଭିଯାନ ସମୟରେ ଇରାନ ଏକ ଆମେରିକୀୟ ଏଫ-୧୫ଇ ବିମାନକୁ ଗୁଳି … Read More

ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଯୋଜନାକୁ ନେଇ ମୋଦୀଙ୍କୁ ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ନେଇ ରବିବାର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛି। ଏହି ପଦକ୍ଷେପ ବୃହତ୍ ଓ ଅଧିକ ଜନବହୁଳ ରାଜ୍ୟଗୁଡ଼ିକୁ ଅସମାନୁପାତିକ ଭାବେ ଲାଭାନ୍ବିତ କରିବ, ଯାହା ‘ଜନ ବିଭ୍ରାଟର ଅସ୍ତ୍ର … Read More

ଦେଶର ୧୨ ପ୍ରମୁଖ ବନ୍ଦରରେ ୯୧୫ ନିୟୁତ ମାଲ୍‌ ପରିବହନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୫-୨୬ ଆର୍ଥିକବର୍ଷରେ ମୋଟ ୯୧୫.୧୭ ନିୟୁତ ଟନ୍‌ ମାଲ୍‌ ପରିବହନ କରିଛନ୍ତି। ୯୦୪ ନିୟୁତ ଟନ୍‌ ମାଲ୍‌ ପରିବହନ ପାଇଁ ଲକ୍ଷ୍ୟ … Read More