ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ କିଣିବ ଭାରତ !
ନୂଆଦିଲ୍ଲୀ: ଭାରତ ଯୁଦ୍ଧ-ପରୀକ୍ଷିତ ଆମେରିକା ନିର୍ମିତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ସିଷ୍ଟମ ହାସଲ କରିବାକୁ ଯୋଜନା କରୁଛି। ଭାରତର ଏହି ଯୋଜନାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଶଂସା କରିଛନ୍ତି। ଗୋର୍ କହିଛନ୍ତି ଯେ, ଏହା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ … Read More
