ଲଗାତାର ୮ମ ଥର ପାଇଁ ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ: ୧ ଘଣ୍ଟା ୧୪ ମିନିଟର ଅଭିଭାଷଣ
ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କଲେ ବଜେଟ୍ । ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ … Read More
