କୁରାଢ଼ୀରେ ହାଣି ଡ୍ରାଇଭରକୁ ହତ୍ୟା କଲା ହେଲପର୍
ମୟୂରଭଞ୍ଜ : କୁକୁଡା ମାଂସ ଘରକୁ ଆସିଲା । ହେଲେ ରନ୍ଧା ହେବା ପୂର୍ବରୁ ମାଂସ ଟଙ୍କା ଦିଆନିଆକୁ କେନ୍ଦ୍ରକରି ଜୀବନ ଚାଲିଗଲା । କୁରାଢ଼ୀରେ ଡ୍ରାଇଭରକୁ ମାରି ଦେଲା ହେଲପର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଝାରପୋଖରିଆ … Read More
