୩ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି। ତାଙ୍କ ଗସ୍ତ କାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିବା ପୂର୍ବରୁ ରାଷ୍ଟ୍ରପତି ଗଞ୍ଜାମ … Read More

ଫେକ୍ ଆୟକର ନୋଟିସକୁ ନେଇ ସତର୍କ କରାଇଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଅନଲାଇନ୍ ଠକେଇର ବଢ଼ୁଥିବା ମାମଲା ମଧ୍ୟରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ହ୍ୱାଟ୍ସଆପ୍ ମାଧ୍ୟମରେ ନକଲି ଆୟକର ନୋଟିସ୍ ସେୟାର କରୁଥିବା ସାଇବର ଠକମାନଙ୍କ ବିରୁଦ୍ଧରେ ଲୋକଙ୍କୁ ସତର୍କ କରାଇଛି। ଏଥିସହିତ ଏକ ସାର୍ବଜନୀନ ପରାମର୍ଶ ଜାରି କରିଛି। ଆୟକର ରିଟର୍ଣ୍ଣ … Read More

ଖସିଲା ହସ୍ପିଟାଲର ସିଲିଂ, ଅଳ୍ପକେ ବର୍ତ୍ତିଲେ ପ୍ରସୂତି ଏବଂ ନବଜାତକ

ଉଦଳା: ମୟୂରଭଞ୍ଜ ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା । ମହିଳା ସଞ୍ଜୁଲତା ପାତ୍ର ନବଜାତକକୁ ଧରି ବସିଥିବା ବେଳେ ହଠାତ ତାଙ୍କ ପିଠି ଉପରେ ସିଲିଂର କିଛି ଅଂଶ ଖସି ପଡିଥିଲା । ସୌଭାଗ୍ୟବଶତଃ … Read More

ଛାତ୍ରାବାସରେ ନବମ ଶ୍ରେଣୀର ୨୭ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଜଣେ ଦଶମ ଛାତ୍ର

ରାୟଗଡା : ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ବର୍ବରତା ହୋଇଛି ସୀମା ପାର ।  ରାତି ଅଧରେ ହଷ୍ଟେଲ୍‌ ପରିସରରେ ହୋଇଛି ପ୍ରଜାକୋର୍ଟ । ଏଭଳି ଘଟଣା ରାୟଗଡା ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି । ଶିକ୍ଷକଙ୍କୁ … Read More

ମହିଳାଙ୍କୁ ଯୌନ ନିର୍ଯାତନା ମାମଲା : ଆତ୍ମସମର୍ପଣ କଲେ ଶରଣକୂଳ ପୂର୍ବତନ ଥାନା ଅଧିକାରୀ

ନୟାଗଡ଼: ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଅଧିକାରୀ (IIC) ସୁଜିତ କୁମାର ଦାସ ଶେଷରେ ଆତ୍ମସମର୍ପଣ କରିଛନ୍ତି। ଆଜି ସେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ନିଜକୁ ସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ … Read More

୫ ଦିନ ପ୍ରବଳ ବର୍ଷା ନେଇ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା । ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସହ … Read More

ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ବ୍ରହ୍ମପୁର : ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍‌ ବାଣ୍ଟିଲେ … Read More

କାଞ୍ଜିପାଣି ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

ବାଂଶପାଳ: ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଓଲଟିଲା ବସ୍ । ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କାଳିଆହତାରୁ କେନ୍ଦୁଝର ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ବସଟି ଭାଙ୍ଗିରୁଜି … Read More

ଚିଲିକାରେ ପଶିଲା ପ୍ରଥମ ବନ୍ୟାଜଳ, କମୁଛି ଜଳବନ୍ଦୀଙ୍କ ଚିନ୍ତା

ବ୍ରହ୍ମଗିରି: ଚିଲିକାରେ ପଶିଲା ପ୍ରଥମ ବନ୍ୟା ଜଳ। ଚଳିତବର୍ଷର ପ୍ରଥମ ବନ୍ୟାଜଳ ଚିଲିକାରେ ପ୍ରବେଶ କରିଛି।ପୁରୀ ଜିଲ୍ଲା କଣାସ ବ୍ଲକ ବଡଗୋଠ ଦେଇ ବନ୍ୟା ଜଳ ଚିଲିକା ମଧ୍ୟକୁ ଯାଉଛି। ବଡ ଗୋଠରେ ତ୍ରିବେଣୀ ଘାଟରେ ଦୟା, ଭାର୍ଗବୀ ଓ ଲୁଣା ନଦୀର … Read More

ବନ୍ଧୁକ ମୁନରେ ଘରୁ ଲୁଟିଲେ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା

ଭଦ୍ରକ: ବନ୍ଧୁକ ମୁନରେ ଲୁଟ୍ । ଆକୁଆ ରାମ ମାଛ ନେବା ବାହାନାରେ ଘରେ ପଶିଲେ। ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲଉଟି ନେଲେ ଲକ୍ଷାଧିକ ଟଙ୍କା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଜଗଦଳପୁର ପଞ୍ଚାୟତର ଜୁରାଗଡିଆ ଗ୍ରାମରେ ଚାଞ୍ଚଲ୍ୟ। … Read More