ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ, ସ୍ଥିତି ପରଖିଲେ CDMO

ଯାଜପୁର : ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବାନ୍ତି । ସ୍ଥିତି ପରଖିଲେ CDMO । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଉଁଶଡୋଳ ଗାଁରେ ଝାଡାବାନ୍ତିରେ ୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉକ୍ତ … Read More

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ ।  ଯୌନ ରାକ୍ଷସ ସାଜିଲା ଅଟୋ ଡ୍ରାଇଭର ।  ନାବାଳିକାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର ।  ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଟୋ ଛାଡି ଜଙ୍ଗଲକୁ ଦୌଡ଼ି ପଳାଇଥିଲା … Read More

ମେଟ୍ରୋ ପ୍ରକଳ୍ପ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ । ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ର ନିକଟତର ନିଷ୍ପତ୍ତିକୁ ନେଇ … Read More

ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ

ଅନୁଗୁଳ : ଅନୁଗୁଳରେ ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମଧୁପୁର ନିକଟରେ ହାତୀ ଆକ୍ରମଣ କରିଛି । ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବହୁଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ … Read More

ଲୁହା ପ୍ଲେଟ ବାଜି ଚାଲିଗଲା ମାଆ-ପୁଅଙ୍କ ଜୀବନ

ଭୁବନେଶ୍ୱର : ଏମିତି ବି ଆସେ ମୃତ୍ୟୁ । ଏକାସଙ୍ଗେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ । ଲୁହା ପ୍ଲେଟ ବାଜି ଆଖିବୁଜିଲେ ମାଆ ଓ ପୁଅ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା … Read More

୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱର : ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍ ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ ସମିସନ ଲାଇନ୍ ଉଦ୍ଘାଟନ କରିଛନ୍ତି । ସୂଚନାଯୋଗ୍ୟ … Read More

ବଢ଼ିଲା OTET 2026 ପାଇଁ ଅନଲାଇନ୍ ଆବେଦନର ଅବଧି

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, ବୋର୍ଡ ଘୋଷଣା କରିଛି ଯେ OTET-2026 … Read More

ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ସଂଘର୍ଷ, ରଣକ୍ଷେତ୍ର ପାଲଟିଲା ଦଣ୍ଡଯାତ୍ରା

ସୋରଡ଼ା : ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ମାରପିଟ୍ ।  ରଣକ୍ଷେତ୍ର ପାଲଟିଲା ଦଣ୍ଡଯାତ୍ରା ।  ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଗଞ୍ଜାମ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏଭଳି ଘଟଣା … Read More

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

ଉମରକୋଟ : ପୋଖରୀରେ ବୁଡ଼ି ୩ ଶିଶୁ ମୃତ ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରା ଗାଁରେ ବଡ଼ ଅଘଟଣ ।  ଦୁଇ ପରିବାରର ତିନି ଶିଶୁ କନ୍ୟାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି ।  ସ୍କୁଲରୁ … Read More

ଓଷ୍ଟେଟ- ୨୦୨୫ ପରୀକ୍ଷା ଫଳ ପ୍ରକାଶିତ, ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

କଟକ : ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦର … Read More