ବୈତରଣୀ ଓ ସାଳନ୍ଦୀରେ କମୁଛି ପାଣି, ଘାଇ ଯୋଗୁଁ ଏବେବି ୮ ଗାଁ ଜଳବନ୍ଦୀ
ଭଦ୍ରକ: ବିପଦ ସଙ୍କେତ ତଳେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରି ବିପଦ ସଙ୍କେତ ଆଡକୁ ଯାଉଥିଲା। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ଥିବାବେଳେ ଏବେ ୧୮.୩ରେ ପ୍ରବାହିତ ହେଉଛି। ସେହିପରି … Read More
