୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି । ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ … Read More

ଭିଜିଲାନ୍ସ ଜାଲରେ କିରାଣି, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ ।  ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।  ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ … Read More

ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣା: ଗୃହରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହରେ ଲିଖିତ ଉତ୍ତର ରଖି ଏହି ଘଟଣାରେ ଏଯାଏଁ କୌଣସି ଲିଖିତ ଅଭିଯୋଗ … Read More

କିଟ୍ ରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର : କିଟ୍ ରେ ତୃତୀୟ ବର୍ଷ ବିଟେକ୍‍ ପଢ଼ୁଥିବା ଜଣେ ନେପାଳ ଛାତ୍ରୀ ରବିବାର ହଷ୍ଟେଲରେ ଜୀବନ ହାରିଥିଲେ  ।  ଏନେଇ ଗଣାମାଧ୍ୟମରେ ସୂଚନା ଦେଇଛନ୍ତି କୁଳ ସଚିବ ଜ୍ଞାନ ରଞ୍ଜନ ମହାନ୍ତି  । ଛାତ୍ରୀଙ୍କ ସହ କିଟରେ ପାଠ ପଢ଼ୁଥିବା … Read More

ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା

ପୁରୀ :  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା ।  ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସପି । ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା … Read More

ରାଜ୍ୟରେ ଖାଲିପଡିଛି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ମରୁଡି । ଖାଲି ପଡିଛି ପଦବୀ ୬୬ ଆଇଏଏସ୍ ପଦବୀ ଓ ୬୯ ଆଇପିଏସ୍ । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ … Read More

ମୋ ବସ୍ ନା ମର୍ଡର ବସ୍? ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ

ଭୁବନେଶ୍ୱର : ବିଧାନସଭାରେ ବି ଉଠିଲା ମୋ ବସ୍ ଦୁର୍ଘଟଣା ପ୍ରସଙ୍ଗ ।  ମୋ ବସ୍ ନା ମର୍ଡର ବସ୍ ?  ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ।  ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ … Read More

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ୮ ମାସରେ ୫୦ ସରକାରୀ ବାବୁଙ୍କ ନାଁରେ ମାମଲା

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଜାରି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ। ଏହାରି ଭିତରେ ରାଜ୍ୟରେ ଦୁର୍ନୀତିକୁ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଚେଷ୍ଟା ଜାରି ରଖିଥିବା … Read More

ପୁରୀରେ ଭୂକମ୍ପ ଗୁଜବ, ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ନାହିଁ

ପୁରୀ: ପୁରୀରେ ଭୂକମ୍ପ ଗୁଜବ ।  ଆଜି ସକାଳେ ପୁରୀରେ ୪.୭ ତୀବ୍ରତାରେ ଭୂକମ୍ପ ନେଇ କିଛି ଗଣମାଧ୍ୟମରେ ହୋଇଥିଲା ଜୋରଦାର ଚର୍ଚ୍ଚା ।  କିନ୍ତୁ ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।  ଆଜି କେବଳ … Read More

୨୬ ପର୍ଯ୍ୟନ୍ତ ଗଙ୍ଗା ଆଳତି ବନ୍ଦ, ବାରାଣସୀ​‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ବାରାଣସୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ ରାଜ୍ୟର ଅନ୍ୟ ପ୍ରମୁଖ ତୀର୍ଥସ୍ଥାନ ଯଥା ଅଯୋଧ୍ୟା ରାମ ମନ୍ଦିର, ବାରାଣସୀ, କାଶୀ ବିଶ୍ବନାଥ ଓ ଅନ୍ୟାନ୍ୟ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଏପରି ଭିଡକୁ ନିୟନ୍ତ୍ରଣ କରିବା ଲାଗି … Read More