ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍‌କାର୍ଡ ଫେରାନ୍ତୁ

ଭୁବନେଶ୍ୱର: ଯଦି ରୋଜଗାର ୧୦, ୧୫ ହଜାରରୁ ଅଧିକ ଅଛି, ତାହେଲେ ତୁରନ୍ତ ରାସନ୍ କାର୍ଡ ଫେରା। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ … Read More

ପାଟଣାରେ ହେବ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲାର ପାଟଣାରେ ଏକ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଘୋଷଣା କରିଥିଲେ। … Read More

ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି … Read More

ନିଶାଶକ୍ତ ଯୁବକ ଭିଆଇଲେ ଏଭଳି କାଣ୍ଡ, କାନ୍ଥ ଭାଙ୍ଗି ଘରେ ପଶିଗଲା କାର୍

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘରେ ପଶିଗଲା କାର । ଭୁବନେଶ୍ୱର ସୌଭାଗ୍ୟ ନଗରରୁ ଆସିଛି ଏପରି ଘଟଣା । ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ ।  ଆଜି ଭୋର ୪.୩୦ଟା ସମୟରେ ସୌଭାଗ୍ୟ ନଗର ବୈଭବ ଇଷ୍ଟେଷ୍ଟ ସ୍ଥିତ ଚାଟାର୍ଡ … Read More

ବଡ଼ ମେଡିକାଲ୍‌ରେ ୪୫ ମିନିଟରୁ ଅଧିକ ସମୟ କଟିଲା ବିଜୁଳି

କଟକ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ … Read More

ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନ ଶେଷ ତାରିଖ ,ଏକକାଳୀନ ୩ଟି କିସ୍ତିର ପାଇବେ ଟଙ୍କା

ଭୁବନେଶ୍ୱର : ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନ ଶେଷ ତାରିଖ । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ … Read More

୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ଵର ତାତି

ଭୁବନେଶ୍ଵର: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି … Read More

ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା: ମେଡ଼ିକାଲରୁ ଥାନାକୁ ଫେରିଲା ଅଭିଯୁକ୍ତ

ସୋର: ସୋର ପୌର ପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ପ୍ରେମପାଇଁ ଗତ ଫେବ୍ରୁଆରି ୨୪ ତାରିଖ ପୂର୍ବାହ୍ନରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଅଭିଯୁକ୍ତ ଡ଼ିସଚାର୍ଜ ହୋଇଥିବା ଜଣାପଡିଛି। ଗତ ୨୪ ତାରିଖ ପୂର୍ବାହ୍ନରେ ଏହି ଗ୍ରାମର … Read More

‘ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି’

ଭୁବନେଶ୍ଵର: ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପରିବାର ଲିଖିତ ଅଭିଯୋଗ ଦେବା ପ୍ରସଙ୍ଗରେ ବିଜେଡ଼ି ଚାପ ପକାଉଛି। ଏପରି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ଲିଖିତ ଅଭିଯୋଗ କଲେ … Read More

ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

କଟକ : ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବେଳେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ … Read More