ସରିଲା ସରପଞ୍ଚ ଚାମେଲୀ ଓଝାଙ୍କ ଅନାସ୍ଥା ଭୋଟିଂ

ମହାକାଳପଡ଼ା : ସରିଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ ।  ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ … Read More

ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର ଜଳ ଧାରଣ … Read More

ବେଳାଭୂମିକୁ ଯିବାକୁ ବାରଣ କରିବାରୁ ପୋଲିସକୁ ପିଟିଲେ ଦୁଇ CISF ଯବାନ

ପାରାଦୀପ : ଦୁଇ CISF ଯବାନଙ୍କ ଦବଙ୍ଗଗିରି । ବିଳମ୍ୱିତ ରାତିରେ ସମୁଦ୍ର ଉପକୂଳକୁ ଯିବାକୁ ବାରଣ କରିବାରୁ ଖାକି ବର୍ଦ୍ଦିକୁ ଚିରିଦେଲେ । ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଘଟିଛି ଘଟଣା । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ … Read More

ଜଗତସିଂହପୁରରେ ସାର କଳାବଜାରୀ, ୧୭୦ ବସ୍ତା ନକଲି ସାର ଜବତ

ଜଗତସିଂହପୁର: ଆକ୍ସନ ମୋଡ଼ରେ ପ୍ରଶାସନ । ୧୭୦ ବସ୍ତା ନକଲି ସାର ଜବତ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରେଇରେ ଚଢାଉ କରି ୧୭୦ ବସ୍ତା ସାର ଜବତ କରିଛି ପ୍ରଶାସନ । ଅନେକ ସମୟରେ ପୁରୀରୁ ଚୋରାରେ ସାର ଆସି … Read More

ଓଡ଼ିଶା ପୁଲିସର ହେବ ନବକଳେବର, ଖୁବ୍‌ଶୀଘ୍ର ଗଠନ କରାଯିବ ୩ଟି ସ୍ୱତନ୍ତ୍ର ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା ପୁଲିସରେ ଏକ ବଡ଼ଧରଣର ସଂସ୍କାର ଅଣାଯାଇଛି। ଖୁବ୍‌ଶୀଘ୍ର ଓଡ଼ିଶା ପୁଲିସରେ ୩ଟି ସ୍ୱତନ୍ତ୍ର ନୂତନ ବିଭାଗ ଗଠନ କରାଯିବ। ଏ ସଂପର୍କରେ … Read More

ବିଡିଓଙ୍କ ପରିଚୟ ଦେଇ ପ୍ରିନ୍ସିପାଲଙ୍କଠାରୁ ୨୦ ହଜାର ଲୁଟ୍‌

ଉଦଳା : ବିଡ଼ିଓ ହୋଇ ପ୍ରିନ୍ସିପାଲଙ୍କୁ ଠକିଲେ ସାଇବର ଲୁଟେରା । କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ୱପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଲୁଟ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ଠାରୁ ଲୁଟ … Read More

କୋହଳ ହେଲା ଅନୁକମ୍ପାମୂଳକ ନିଯୁକ୍ତି ନିୟମ

ଭୁବନେଶ୍ବର: କାର୍ଯ୍ୟରତ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ନିୟମକୁ ସରଳ ତଥା କର୍ମଚାରୀ ଅନୁକୂଳ କରାଯାଇଛି। ଏଥିପାଇଁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ … Read More

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି … Read More

୩ କୋଟିର ସରକାରୀ ପାଣ୍ଠି ଆତ୍ମସାତ; ଦୁଇ ପୂର୍ବତନ ଅଧିକାରୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ଦୁଇ ପୂର୍ବତନ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଗୁରୁବାର ଦିନ ଗିରଫ କରିଛି। ତିର୍ତ୍ତୋଲ ବ୍ଲକର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ … Read More

ଚାର୍ଜ ବସାଇ ଦେଖୁଥିଲେ ଫୋନ; ବଜ୍ରପାତ ଘଟି ଚାଲିଗଲା ଜୀବନ

କୋରାପୁଟ : ଇୟର ଫୋନ୍ ଲଗାଇ ମୋବାଇଲ ଦେଖିବା ବେଳେ ବଜ୍ରାଘାତ । ଫଳରେ ନାବାଳକଙ୍କର ମୃତ୍ୟୁ ଘଟିଛି  । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଡାରେଙ୍ଗବା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୧୬ ବର୍ଷିୟ … Read More