ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ଦୁଇ ଆହତ
ଟିଟିଲାଗଡ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ମାଆ ଓ ଯାଆଁଳା ଶିଶୁକନ୍ୟା । ଶିଶୁଙ୍କ ବାପା ଓ ଜେଜେମା ଆହତ । ଟିଟିଲାଗଡରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବେଳେ ଅଘଟଣ ଘଟିଛି । ଗତକାଲି ମୁରିବାହାଲ ବ୍ଳକ … Read More
