ଶ୍ରୀରାମ ଜନ୍ମ ନୀତି ; ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ରବିବାର ପବିତ୍ର ଶ୍ରୀରାମନବମୀ। ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ରାମନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ନୀତି ପାଳନ ହେବା ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ … Read More

ଆଉ ନବୀନଙ୍କ ଉପରେ ଭରସା କରିପାରୁନାହାନ୍ତି ନେତା, ବିଜେଡିର ଭବିଷ୍ୟତ ଅନ୍ଧାରମୟ

ଭୁବନେଶ୍ବର: ୱାକଫ୍‌ ସଂଶୋଧନ ବିଲ୍‌କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ଦେଖା ଦେଇଥିବା ଦଳୀୟ କନ୍ଦଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଭି.କେ.ପାଣ୍ଡିଆନଙ୍କୁ କଟାକ୍ଷ କରି କହିଛନ୍ତି, ଦଳକୁ ପଛରେ ରହି … Read More

ଦୁର୍ନୀତି ବିରୋଧରେ ମେଳି ବାନ୍ଧିଲେ ବିଜେଡି ନେତା, ଦେଲେ ଚେତାବନୀ

ଯାଜପୁର: ଜିଲ୍ଲାରେ ଏକାଠି ହେଲେ ବିଜେଡି ନେତା। ଜିଲ୍ଲାପାଳ ଭେଟି ଦେଲେ ଦାବି ପତ୍ର। ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦଳୀୟଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ଅଭିଯୋଗ କରିବା ସହିତ ଲଘୁ ଖଣିଜ ସଂପଦର ଲୁଟ୍‌ ହେଉଥିବା ଅଭିଯୋଗ କରିଛି … Read More

ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: କଟକର ଜଗତପୁର ଅଞ୍ଚଳରେ ୨୦୦ ଟନ୍ ବିଶିଷ୍ଟ ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆଜି କଟକ ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ଲିମିଟେଡ଼ … Read More

କଟକର ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କଟକର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର୍ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏଥିଲାଗି ବାଲିଯାତ୍ରା ପଡ଼ିଆରେ ଏକ ଭବ୍ୟ … Read More

ଲାଞ୍ଚ ନେବା ବେଳେ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଧରାପଡିବା ଭୟରେ ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । କିନ୍ତୁ ତଥାପି ବର୍ତ୍ତିପାରିନଥିଲେ ସରକାରୀ ବାବୁ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ … Read More

ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବାକୁ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ … Read More

ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ, ମୋ ଜୀବନ ଖୋଲା ବହି

ଭୁବନେଶ୍ଵର : ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ ସାମଲ ।  ତାଙ୍କ ଜୀବନ ଖୋଲା ବହି ।  ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଦଳର ବ୍ୟାଙ୍କର ଆକାଉଣ୍ଟ ଯାଞ୍ଚ କରାଯାଉ ।  ଏହା ସହ ଦାୟିତ୍ବହୀନ ମନ୍ତବ୍ୟ ଗଣମାଧ୍ୟମରେ … Read More

ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ

ଭୁବନେଶ୍ଵର: ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଞ୍ଚୁଛି। … Read More

ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ରାଜା ଚକ୍ର: ଅଞ୍ଜନ ବେଜ

କେନ୍ଦୁଝରଗଡ଼: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଅନିୟମିତତାରେ ଗିରଫ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଇଓଡବ୍ଲ୍ୟୁ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଏଜେନ୍ସିର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ଅଞ୍ଜନ ବେଜ୍‌‌ କହିଛନ୍ତି। … Read More