ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି … Read More

ଓଇଆରସିର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ … Read More

ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ପ୍ରବଳ ଗରମ ଉପରେ ବ୍ରେକ୍‌ ଲାଗିବ। ଅସହ୍ୟ ତାତିରୁ ତ୍ରାହି ମିଳିବ। ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏହା ଆସନ୍ତା ୨୪ ଘଣ୍ଟା ଯାଏଁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ରିକର୍ଭ କରି … Read More

ମା’ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ … Read More

ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ ଅଭାବନୀୟ ଘଟଣା । ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପଛପଟ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ପିଇଲେ ବିଷ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ … Read More

ବାକି ଥିବା ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୋଲିସ ପକ୍ଷରୁ ମୋଟ ୧୩୦୦ ଟି ମାମଲାର ତଦନ୍ତ ସମ୍ପୂର୍ଣ କରି ତଦନ୍ତକାରୀ ଅଫିସରମାନେ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି । ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ଦଶ … Read More

ମା’ ତାରିଣୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କଲେ ଭକ୍ତ

କେନ୍ଦୁଝର : ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ । ତାଙ୍କ ଭାବର ଡୋରି କେହି କାଟିପାରିବେନି । ଭକ୍ତଙ୍କ ଦୁଃଖ ସମୟରେ ଭଗବାନ ସବୁ ବେଳେ ଠିଆ ହୋଇଥାଆନ୍ତି । ଭଗବାନ କାହାର କେତେ ବେଳେ ମନସ୍କାମନା ପୂରଣ କରନ୍ତି ତାହା … Read More

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ … Read More

କମିଶନରେଟ ପୋଲିସର ମୋବାଇଲ ମେଳା, ଫେରାଉଛି ଚୋରି ମୋବାଇଲ

ଭୁବନେଶ୍ୱର : କମିଶନରେଟ ପୋଲିସର ମୋବାଇଲ ମେଳା । ମୋବାଇଲ ମେଳାର ଆୟୋଜନ କରି ଚୋରି ମୋବାଇଲ ଫେରାଉଛି ପୋଲିସ । ରାଜଧାନୀରୁ ୧୦୦ ଟି ଚୋରି ମୋବାଇଲ ଉଦ୍ଧାର ପରେ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । କମିଶନରେଟ ପୋଲିସର ସ୍ଵତନ୍ତ୍ର … Read More

ଆଉ ଦୁଇ ଦିନ ମଧ୍ୟରେ ସରିବ ମାଟ୍ରିକ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଆଉ ଦୁଇ ଦିନ ମଧ୍ୟରେ ସରିବ ଖାତା ଦେଖା। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। … Read More