ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

କଟକ: ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା । ଐତିହାସିକ ବାଲିଯାତ୍ରା ପଡ଼ିଆ ବନିଲା ମୁକସାକ୍ଷୀ । ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହା ସହିତ ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ … Read More

ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩୦ ଆହତ

ଭୁବନେଶ୍ୱର: ଆଠଗଡ଼ର ଛତାବର ସ୍କୋୟାର ନିକଟରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଆହତ ହୋଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଉତ୍ସବରେ ଯୋଗଦେବା ପାଇଁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା … Read More

ଜାଲ ସାର୍ଟିଫିକେଟରେ ସରକାରୀ ଚାକିରୀ କରିବା ଘଟଣା, ମୁହଁ ଖୋଲିଲେ ଅଧ୍ୟାପକ

ଯୋଗ୍ୟତା ନଥାଇ ବି ସରକାରୀ ଚାକିରୀ । ଏମିତି କଣ ସମ୍ଭବ । ଖଣ୍ଡେ ସରକାରୀ ଚାକିରୀ ପାଇଁ ଲୋକେ କେତେ କଣ କରୁଛନ୍ତି ତା ବିଷୟରେ ନ କହିବା ଭଲ । ହେଲେ ଏଠି ଲୋକେ ଯୋଗ୍ୟତା ନ ଥାଇ … Read More

ପୋଲିସ ହାବୁଡରେ କଫ୍ ସିରପ ମାଫିଆ, ୯ ଜଣଙ୍କୁ ଗିରଫ କରିବାରେ ସଫଳ

ସମ୍ବଲପୁର: ଦିନକୁ ଦିନ ବେଧଡକ ଚାଲିଛି କଫ ସିରପ ମାଫିଆ। ଗତ କିଛି ଦିନ ମଧ୍ୟ ଲଗାତାର ଏହି ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ସମ୍ବଲପୁର ଜିଲ୍ଲା ପୋଲିସ କବଜାରେ ନିଶା କଫ୍ ସିରପ ମାଫିଆ। ଟାଉନ ଥାନା … Read More

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ଡିଏ ବଢାଇଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୦୨୫ ମସିହାରୁ ଏହା ପିଛିଲା ଭାବେ ମିଳିବ । ଚଳିତ ମାସ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ … Read More

ସ୍ୱାମୀ ରାସ୍ତାରେ ସ୍ତ୍ରୀ: ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ବି ଖୋଲିଲେ ଟଙ୍କିକିଆ ଦନ୍ତ ଚିକିତ୍ସାଳୟ

ସମ୍ବଲପୁର: କୁହାଯାଏ ଘର ଚଳାଏ ସ୍ୱାମୀ । କିନ୍ତୁ ସ୍ୱାମୀକୁ ସହଯୋଗ କରିବାକୁ ଯାଇ ସ୍ତ୍ରୀ ବି ଯଦି ସହଯୋଗ କରେ ତାହାଲେ ଏହା ଆହୁରି ସଫଳ ହୋଇଯାଏ । ଓଡ଼ିଶାର ଘରେ ଘରେ ପରିଚିତ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର … Read More

ବିଶ୍ୱ ଛେନାପୋଡ ଦିବସ; ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଖାଦ୍ୟରେ ଅଧିକାଂଶ ଲୋକଙ୍କୁ ଖାଦ୍ୟ ଖାଇବା ପରେ ହେଉ ଅଥବା ଅନ୍ୟ ସମୟରେ ମିଠା ଜିନିଷ ଖାଇବାକୁ ବେଶ ପସନ୍ଦ । ମିଠା ମଧ୍ୟରେ ବିଭିନ୍ନ ଜିିନିଷ ରହିଥିବା ବେଳେ ଅନେକ ଲୋକଙ୍କ ପ୍ରଥମ ପସନ୍ଦ ଛେନାପୋଡ। … Read More

ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ସୁଦୃଢ଼ କରାଯିବ ପ୍ରାଥମିକ ଶିକ୍ଷା – ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର … Read More

୪ ଦଶନ୍ଧି ପରେ ନକ୍ସଲ ପ୍ରବଣ ଗାଁରେ ସାପ୍ତାହିକ ହାଟ ବସିଲା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଶହଶହ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। ଏପରିକି ଲୋକେ ପିଲାଙ୍କୁ ସ୍କୁଲ ପଠେଇବା ମଧ୍ୟ ବନ୍ଦ କରିଦେଇଥିଲେ। ନକ୍ସଲଙ୍କର ସମସ୍ତ ନିୟମ କାନୁନରେ ଗାଁ ପରିଚାଳିତ ହେଉଥିଲା। ଏଥିସହ … Read More

ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ୯ ଗିରଫ: ଦୁବାଇରୁ ଅପରେଟ୍‌ ହେଉଥିଲା ନକଲି ଟ୍ରେଡିଂ ଆପ୍‌

ରାଉରକେଲା: ରାଉରକେଲା ସାଇବର ଥାନା ପୁଲିସ ଏକ ଅନ୍ତର୍ଜାତୀୟ ସାଇବର ଠକ ରୢାକେଟ୍‌ର ପର୍ଦାଫାସ କରିଛି। ନକଲି ଟ୍ରେଡିଂ ଆପ୍‌ ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ଠକେଇର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଛତିଶଗଡ଼ ରାୟପୁରର କିଶନ ଅଗ୍ରୱାଲ … Read More