ପ୍ରବଳ ବର୍ଷା: ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡିଲା ପୁରୀ ବଡଦାଣ୍ଡ

ଭୁବନେଶ୍ୱର: ଆଜି ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟା ପ୍ରତି … Read More

ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଭୁବନେଶ୍ବର: ଚମକିବ ଓଡ଼ିଶାର ଜାତୀୟ ରାଜପଥ। ଆମେରିକା ଭଳି ଚକାଚକ ଦେଖାଯିବ ରାଜ୍ୟର ଜାତୀୟ ରାଜପଥ। ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବେ। ଏହା ଦ୍ବାରା ଲୋକଙ୍କର ସମୟ ମଧ୍ୟ ବଞ୍ଚିଯିବ। ଓଡ଼ିଶାର ଜାତୀୟ ରାଜପଥଗୁଡ଼ିକ ଆମେରିକା ଭଳି ହେବ। କେନ୍ଦ୍ର … Read More

ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ … Read More

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

କଟକ: ଆଜି ଓଡିଶାରେ ପହଞ୍ଚି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏହି ଅବସରରେ ସେ କହିଛନ୍ତି ଯେ, ବ୍ୟକ୍ତି … Read More

ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ରେ ବିଧିବଦ୍ଧ ଭାବେ ନାଁ ଘୋଷଣା

ଭୁବନେଶ୍ୱର :  ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ। ବିଜେଡି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ ।  ଏକମାତ୍ର ପ୍ରାର୍ଥୀଭାବେ ନବମ ଥର ପାଇଁ ରାଜ୍ୟ ବିଜେଡି ସଭାପତି ହେବାକୁ ନାମାଙ୍କନ ଭରିଛନ୍ତି ନବୀନ ।  ଦିନ … Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଅନୁଗୁଳ: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ। ଗତକାଲି ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ … Read More

ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା, ୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ … Read More

ପୁଣି ବଢ଼ିଲା ସୁନା ଦର, କିଛି ଦିନ ଭିତରେ ଟପିଯିବ ଲକ୍ଷେ!

ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର … Read More

ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ, ରାଜେଶକୁ ହତ୍ୟା କରିଥିବା କହିଲେ ସ୍ତ୍ରୀ ଓ ଝିଅ

ରାଉରକେଲା: ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ । ମଦ ଅଭିଯୋଗରେ ବାପାକୁ ଉଠାଇ ନେଲେ ଅବକାରୀ ବିଭାଗ । ଏବେ ମୋ ବାପା ଆମ ଗହଣରେ ନାହାଁନ୍ତି । ମୋ ବାପାକୁ ମାଡ଼ ମାରି ହତ୍ୟା କରିଛନ୍ତି । ଏଭଳି ଅଭିଯୋଗ … Read More

କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା: ସୁଭଦ୍ରା ସର୍ଭେରେ ହେବେ ସାମିଲ

ଭୁବନେଶ୍ୱର: କଲେଜ ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ। ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ। ଏନେଇ ଗତକାଲି ବସିଥିବା ବୈଠକରେ … Read More