ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ଦେବା ମାମଲା: ବାପା-ମାଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକାକୁ ପୋଡ଼ି ମାରିବା ମାମଲା। ବାପାମାଙ୍କୁ ଆଜୀବନ ସଜା ଶୁଣାଇଲେ ଫାଷ୍ଟ୍‌ ଷ୍ଟ୍ରାକ୍‌ କୋର୍ଟ। ୨୦୧୬ରେ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ୩ ମାସର ଗର୍ଭବତୀ ଝିଅକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ ବାପା-ମାଆ। ସୂଚନାନୁଯାୟୀ, ୨୦୧୬ … Read More

ଆହୁରି ୫ ଦିନ ବର୍ଷିବ, ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା … Read More

ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌

ପୁରୀ: ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌। ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। … Read More

ଜେଇଇ ମେନ୍ ୨୦୨୫: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡ଼ିଶା ଛାତ୍ର ଓମ୍ ପ୍ରକାଶ ବେହେରା

ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା । ଜେଇଇ ମେନ୍ ୨୦୨୫ର ଏପ୍ରିଲ ସେସନ୍‌ ରେ ପୁରା ଭାରତରେ ପ୍ରଥମ ରାଙ୍କ୍ ହାସଲ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ଓମ୍ … Read More

ନବୀନଙ୍କ ନବମ ଇନିଂସ୍: ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ଭୁବନେଶ୍ଵର: ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା … Read More

ପୁରୀ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। … Read More

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ବିଜାପୁରରେ ଟପ ମାଓନେତା ହିଡ଼ମାର ବଙ୍କର ଠାବ

ମାଲକାନଗିରି : ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା । ଟପ ମାଓନେତା ହିଡ଼ମାର ବଙ୍କର ଠାବ । ଛତିଶଗଡ଼ର ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ । ପ୍ରଥମ ଥର ପାଇଁ ଏଭଳି … Read More

୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭୁଶୁଡୁଛି ଲାଲଗଡ଼ । ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ର ସୁକମା ଜିଲ୍ଲା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ପୋଲିସର ଗୋଟିଏ ପରେ … Read More

ବେଆଇନ ବନ୍ଧୁକ କାରବାର ଘଟଣାର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଖୋଲିବ ଏସଟିଏଫ, ରିମାଣ୍ଡରେ ଯିବେ ୩ ବେପାରୀ

କଟକ: କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରବାର ଘଟଣା । ୩ ବନ୍ଧୁକ ବେପାରୀଙ୍କୁ ୨ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚର ଏସଟିଏଫ୍ । ମହମ୍ମଦ ଅଜମ ଓରଫ ବୁଧୁ, ମହମ୍ମଦ ଆଲମ୍ , ମହମ୍ମଦ ଅବିଡ ହୁସେନଙ୍କୁ ରିମାଣ୍ଡରେ ଅଣାଯାଇଛି । … Read More

କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ।  ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଥିବା ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ  କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି । ଏନେଇ … Read More