ଟ୍ୱିନ୍ ସିଟିରେ ହେବ ନୂଆ ଆଇଟି ପାର୍କ
ଭୁବନେଶ୍ୱର: ଟ୍ୱିନ୍ ସିଟିରେ ହେବ ନୂଆ ଆଇଟି ପାର୍କ। ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା … Read More
ଭୁବନେଶ୍ୱର: ଟ୍ୱିନ୍ ସିଟିରେ ହେବ ନୂଆ ଆଇଟି ପାର୍କ। ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା … Read More
ମାଲକାନଗିରି: ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନରେ ନୂତନ ନିୟମ ପ୍ରଣୟନ କରିଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ସହ ଆବାସ ଗୃହ ଏବଂ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଯେଉଁ ପଞ୍ଚାୟତ ନକ୍ସଲ ମୁକ୍ତ … Read More
ଯାଜପୁର: ବେଆଇନ ବଳଦେବଜୀଉ ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସ ଚଢ଼ାଉ କରିଛି। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ … Read More
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା। ପଞ୍ଚାୟତିରାଜ ଦିବସରେ ପୁରୀଠାରେ ସୁଭଦ୍ରା ଟଙ୍କା ଦେବେ ସରକାର। ୧ ଲକ୍ଷ ୭୦ ହଜାର ମହିଳା ପାଇବେ ସୁଭଦ୍ରା ଟଙ୍କା। ଏକାସାଙ୍ଗରେ ଦୁଇଟି … Read More
ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ସହ ମୋର ଆବେଗର ସମ୍ପର୍କ ଅଛି। ଡବଲ ଇଞ୍ଜିନ ସରକାରରେ ବଲାଙ୍ଗୀର ପ୍ରାଥମିକତାରେ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ କହିଛନ୍ତି। ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଏବଂ ସ୍ଥାୟୀ … Read More
ଭୁବନେଶ୍ୱର: ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ କିଛି ହେଭିୱେଟ ନେତା। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ। ସେହିପରି … Read More
ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ … Read More
ରାୟଗଡ଼ା : ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ ଆଜି … Read More
ଭୁବନେଶ୍ୱର: ନବମ ଥର ବିଜେଡି ସଭାପତି ହେବା ପରେ ଆସିଲା ନବୀନଙ୍କ ପ୍ରତିକ୍ରିୟା। ବିଜେଡ଼ି ସଭାପତି ହେବାପରେ ନବୀନ ଜୟ ଜଗନ୍ନାଥ କହି ନିଜ ଉଦବୋଧନ ଆରମ୍ଭ କରିଥିଲେ। ଆପଣଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣି ବୋଲି କହିଥିଲେ। … Read More
ରାଉରକେଲା: ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣେ ମୃତ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ପୋଲିସ- ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡପ୍ରଳୟ ଦେଖା ଦେଇଛି । ରେଳଲାଇନ ନିର୍ମାଣକୁ ବାରମ୍ବାର … Read More