ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, କିଛି ଦୂରରେ ଫୋପାଡ଼ି ଦେଇ ଚାଲିଗଲେ ଦୁର୍ବୃତ୍ତ
ହିନ୍ଦୋଳ : ହିନ୍ଦୋଳରେ ଲଜ୍ଜା । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ଦୁର୍ବୃତ୍ତମାନେ ଦୁଷ୍କର୍ମ କରିବା ପରେ ଗାଁଠାରୁ କିଛି ଦୂରରେ ବରଡ଼ାପତ୍ର ଘୋଡ଼ାଇ ଫେରାର ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି … Read More
