ବଗି ଛାଡ଼ି ପଳାଇଲା ଇଞ୍ଜିନ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ … Read More

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ସହର, NH-26 ଉପରେ ଦୁଇ ଫୁଟର ପାଣି

ନବରଙ୍ଗପୁର : ଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର ।  ସହର ମଧ୍ୟଦେଇ ଯାଇଥିବା NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି ।  ଫଳରେ ନବରଙ୍ଗପୁରରୁ ଜୟପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ସହରର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିରେ ବର୍ଷାଜଳ … Read More

NH-55ର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଏନ୍ ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ … Read More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ପୂର୍ବାନୁମାନ … Read More

ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍

କଣ୍ଟାବାଞ୍ଜି : ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ । ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ବଡ ଧରଣର ଡକାୟତି ହୋଇଛି । ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ମୁଖ୍ୟ ଛକ ସୁନା ବ୍ୟବସାୟୀ … Read More

କରେଣ୍ଟ ଲାଗି ନାବାଳକ ମୃତ, ବିଜ୍ଞାନ ପ୍ରକଳ୍ପ ତିଆରି ବେଳେ ଅଘଟଣ

ବ୍ରହ୍ମପୁର : ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାସୀ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପକ୍ଷୀରାଜ ସାହିର  । ନାବାଳକ ଶ୍ରେଣୀରେ ପାଠ ପଢୁଥିଲେ। ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ ସାଇନ୍ସ … Read More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ପୂର୍ବାନୁମାନ … Read More

ଢ଼ାବା ଶୌଚାଳୟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ଏକ ଢ଼ାବା ଶୌଚାଳୟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ରମ୍ଭା ଥାନା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢ଼ାବାରୁ ଜଣେ କର୍ମଚାରୀଙ୍କ ମୃତଦେହ … Read More

ଜୀବନକୁ ବାଜି ଲଗାଇ ନାଳ ପାର୍ ହେଉଛନ୍ତି ଗ୍ରାମବାସୀ; ପୋଲ ନିର୍ମାଣ ପାଇଁ ଦାବି

ଗୁଡ଼ାରୀ:ଲଗାଣ ବର୍ଷାରେ ଫୁଲିଛି ନାଳ। ପ୍ରବଳ ପାଣି ସ୍ରୋତ ମଧ୍ୟରେ ଗାଁକୁ ଯିବା ପାଇଁ ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ। ଯାତାୟାତ ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏଭଳି ବିପଦପୂର୍ଣ୍ଣ ଯାତାୟାତ … Read More

ନୀଳହ୍ରଦରୁ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନୀଳଗିରି:ନୀଳହ୍ରଦରୁ ମିଳିଲା  ନିଖୋଜ ୨ ଛାତ୍ରଙ୍କ ମୃତଦେହ।ବାଲେଶ୍ବର ଜିଲା ନୀଳଗିରିରେ ଥିବା ନୀଳହ୍ରଦ ବା ବ୍ଲ୍ୟୁଲେକ୍‌ରେ ଗତ କାଲି ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଅଥଳ ପାଣିରେ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ନିକଟସ୍ଥ ଏହି ନୀଳହ୍ରଦକୁ ରେମୁଣା … Read More