ଖୁଦୁରୁକୁଣୀ ଭସାଣି ବେଳେ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ

ହାଟଡିହୀ: ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ। କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ … Read More

ପରିତ୍ୟକ୍ତ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ବିଜୁ ଏକ୍ସପ୍ରେସ୍‌ ୱେ ଭଜପୁର ନିକଟ ସର୍ଭିସ୍‌ ରୋଡ୍‌ରୁ ଏକ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ କାର୍ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ରହସ୍ୟଜନକ … Read More

ଧାନ କ୍ଷେତରେ ଘାସମରା ଔଷଧ ପକାଇ ଫସଲ ନଷ୍ଟ କଲେ ଦୁର୍ବୃତ୍ତ

କାମାକ୍ଷାନଗର : ଧାନକ୍ଷେତରେ ହସୁଥିଲା ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥାଆନ୍ତା। ଚାଷୀ ବର୍ଷକ ପରିଶ୍ରମର ଫଳ ପାଇବାର ଆଶା ରଖିଥିଲେ। ହେଲେ, ରାତିର ଅନ୍ଧାରରେ କୌଣସି ଦୁର୍ବୃତ୍ତ ଫଳନ୍ତି ଜମିରେ ଘାସମରା ଔଷଧ ପକାଇଦେଇଛନ୍ତି।  ସୂଚନାନୁସାରେ, … Read More

ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ସୁବର୍ଣ୍ଣପୁର : ଝାଲମୁଢି ଖାଇ ଝାଡ଼ାବାନ୍ତି। ୫୦ରୁ ଅଧିକ ଆକ୍ରାନ୍ତ  l  ସୁବର୍ଣ୍ଣପୁର ଜିଲ୍ଲା ମାଙ୍କଡବାହାଲ ଗାଁରୁ ଆସିଛି ଏଭଳି ଏକ ଘଟଣା  l  ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟର ବଦଳି ଗାଁରୁ ଜଣେ ବ୍ୟବସାୟୀ ମାଙ୍କଡବାହାଲ ଗାଁକୁ ଝାଲ ମୁଢ଼ି … Read More

ଲମତାପୁଟରେ ପହିଲି ଶୀତ ସହ ଘନ କୁହୁଡି

ଲମତାପୁଟ, : ବର୍ଷା ଛାଡିବା ପରେ ମାଳ ଅଞ୍ଚଳରେ ଶୀତ ଲହରୀ ଆରମ୍ଭ ହୋଇଛି l କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବର୍ଷା ଛାଡିବା ପରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବା ଆରମ୍ଭ ହୋଇଛି । ଫଳରେ ଏବେ ପାରଦ ତଳ … Read More

ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୧୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ … Read More

୩ ମାସ ପରେ ପୁଣି ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ ସେବା

ଭୁବନେଶ୍ୱର : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା ।  ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ ।  ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିବା … Read More

ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

ପୁରୀ : ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅକ୍ଟୋବର ୨୬ ରୁ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଆସନ୍ତା ୬ ତାରିଖ ଦିନ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା ।  ଚଳିତ ବର୍ଷ ପୁରୀ ବୃନ୍ଦାବତୀ … Read More

ବୋହୂ ଉପରେ ଗରମ ତେଲ ପକାଇ ଦେଲା ଶାଶୁ

ସୋର: ଶାଶୁର ଆକ୍ରମଣରେ ବୋହୂ ଗୁରୁତର । ଶାଶୁ ବୋହୂର କଳି ନେଲା ଉଗ୍ର ରୂପ । ବୋହୂ ଉପରକୁ ଗରମ ତେଲ ପକାଇଲା ଶାଶୁ । ଗରମ ତେଲ ପକାଇ ମାରିବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି। … Read More

ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ପୁଣି ଗ୍ରାହକଙ୍କୁ ମହଙ୍ଗାମାଡ। ପକେଟରେ ପଡ଼ିବ ପ୍ରଭାବ। ଗତକାଲି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଏବେ ବଢିଲା ଓମଫେଡ୍ କ୍ଷୀର ଦର। ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି … Read More