କଲେଜ ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଖନ୍ତପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲ ରୁମରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଉକ୍ତ ଛାତ୍ରୀ ଜଣକ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ବୋଲି … Read More

ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର

ବାଲେଶ୍ବର: ବାଲେଶ୍ବରରେ ଓରାଙ୍ଗଉଟାନ । ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାନ ଠାବ ହୋଇଛି । ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା … Read More

୩ ବରିଷ୍ଠ IASଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ପ୍ରଶାସନିକ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର ।  ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି ।  ସାଧାରଣ ପ୍ରଶାସନ, ଖଣି ଏବଂ ସାମାଜିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି … Read More

ଟ୍ରାଫିକ୍ ଡ୍ୟୁଟିରେ ଆରମ୍ଭ ହେଲା ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥା

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ସ୍ମାର୍ଟ ଓ ଆଧୁନିକ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରବିବାର ସନ୍ଧ୍ୟାରେ ପୁଲିସ ସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ … Read More

ଲାଞ୍ଚ ନେବା ବେଳେ ଦୁଇ ରାଜସ୍ୱ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

କଟକ : କିସମ ପରିବର୍ତ୍ତନ କରି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ନେଇ ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ ।  ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଉଳା ଆର୍ ଆଇ ସର୍କଲର ରାଜସ୍ୱ ନିରୀକ୍ଷକ କଲ୍ୟାଣୀ … Read More

କମିଶନରେଟ ପୋଲିସର ବଡ଼ ଆକ୍ସନ, ହତ୍ୟା ଅଭିଯୁକ୍ତ ଘରେ ଚଢିଲା ବୁଲଡୋଜର

ଭୁବନେଶ୍ବର : ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ ।  ଅପରାଧି ଘରେ ଚଢିଲା ବୁଲଡୋଜର ।  ଭୁବନେଶ୍ବର ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ପୋଲିସର ଜବରଦଖଲ ଉଛେଦ ଜାରି ।  ଜିତୁ କାଣ୍ଡି ହତ୍ୟା ମାମଲାରେ ଯେଉଁଠି ହତ୍ୟା କରାଯାଇଥିଲା ।  ଏପରିକି … Read More

ଅନଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା, ରାଜସ୍ୱ ସେବାକୁ ସ୍ୱଚ୍ଛ ଓ ସରଳ କରିବାକୁ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର : ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା। ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମୟୋଚିତ କରିବାକୁ ଏହି ପଦକ୍ଷେପ ନେଇ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ … Read More

ଜନ ଅଭିଯୋଗ ଶୁଣାଣି ବେଳେ ଶିବିର ଆଗରେ ପରିବାର ସହ ବିଷ ବୋତଲ ଧରି ବସିଲେ ଅଭିଯୋଗକାରୀ

ରାୟଗଡା : ଜନ ଅଭିଯୋଗ ଶୁଣାଣିରେ ଅଭାବନୀୟ ଦୃଶ୍ୟ। ଶିବିର ଆଗରେ ବିଷ ବୋତଲ ଧରି ବସିଲେ ପରିବାର। ଜମିବାଡ଼ି ଘଟଣାକୁ ନେଇ ପରିବାରକୁ ନିର୍ଯାତନା ଅଭିଯୋଗରେ ଏହି ପଦକ୍ଷେପ ନେଇଛନ୍ତି ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଅଞ୍ଚଳରେ । … Read More

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି, ଆସନ୍ତା ୧୬ରେ ରାୟ

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ … Read More

ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ

ଭୁବନେଶ୍ୱର : ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଧାନ … Read More