ଓରାଙ୍ଗଉଟାନ ଉଦ୍ଧାର ଘଟଣା: ରହସ୍ୟ ଖୋଲିବ STFର ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱରରୁ ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହ  କ୍ରାଇମବ୍ରାଞ୍ଚ STF ମଧ୍ୟ … Read More

ସ୍କୁଲରେ ମଦ୍ୟପାନ କରି ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡା : ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ l କେନ୍ଦ୍ରାପଡା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଖେଳ ଛୁଟିରେ ପ୍ରଧାନ ଶିକ୍ଷକ ସୁନାକର ନାୟକ ଅଫିସ୍ ଭିତରେ ବସି … Read More

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶିଶୁକନ୍ୟା ଗୁରୁତର

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆପାଲିରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୁଲିସ … Read More

ନନ୍ଦନକାନନରେ ଓରାଂଉଟାନ୍‌ଙ୍କ ସ୍ବାସ୍ଥ ଅବସ୍ଥା ପଚାରି ବୁଝିଲେ ମନ୍ତ୍ରୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓରାଂଉଟାନ୍‌ମାନଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଥିରେ ପିସିସିଏଫ ପ୍ରେମ କୁମାର ଝା, ଅତିରିକ୍ତ ପିସିସିଏଫ୍ ମନେଜ ଭି ନାୟର, ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର … Read More

ବୋହୂକୁ ଘରେ ତାଲା ପକାଇ ପୁଅକୁ ଛୁରୀ ଭୁଷି ହତ୍ୟା କଲେ ବାପା ଓ ସାବତ ମାଆ

ଭଦ୍ରକ : ଭଦ୍ରକ  ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ବୋହୂକୁ ଘରେ ତାଲା ମାରି ପୁଅକୁ ହତ୍ୟା କଲା ବାପା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି … Read More

ୟୁଏଇରେ IBPGଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍‌ ଆଲୋଚନାରେ ଯୋଗ ଦେଇଛନ୍ତି।ଆଲୋଚନାରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ବ୍ୟାପକ … Read More

ଲାଟିନ୍ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ଗୁଣପୁର: ପାଇଖାନା ଟାଙ୍କି ନେଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଅଘଟଣ । ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ … Read More

ଭାରସାମ୍ୟ ହରାଇ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ରାଜନଗର: ଓଲଟିଲା ବସ । ୩୦ରୁ ଅଧିକ ଯାତ୍ରୀ ଆହତ । କଟକରୁ ରାଜନଗର ରଙ୍ଗଣୀ ଯାଉଥିବା ବେଳେ ଭାରସାମ୍ୟ ହରାଇ କଖାରୁଣୀ ଛକ ନିକଟରେ ବସ ଦୁର୍ଘଟଣା । ରାସ୍ତା ତଳକୁ ଘରୋଇ ବସ ଓଲଟିପଡ଼ିଛି । ଦୁର୍ଘଟଣାରେ ୩୦ରୁ ଅଧିକ … Read More

ଭତ୍ତା ପାଇଁ ବର୍ଷାରେ ଭିଜି ରାସ୍ତାରେ ବିକ୍ଷୋଭ କଲେ ହିତାଧିକାରୀ

ଉଦଳା: ବର୍ଷାରେ ଭିଜି ଭିଜି ଚାଲିଛି ରାସ୍ତାରୋକ । ଭତ୍ତା ପାଇଁ ବିକ୍ଷୋଭ କରୁଛନ୍ତି ବୃଦ୍ଧ ବୃଦ୍ଧା । ମୟୂରଭଞ୍ଜ ଜିଲ୍ଲା ଶରତ ଛକରେ ରାସ୍ତାରୋକ । ୭ ଘଣ୍ଟାରୁ ଅଧିକ ହେବ ବୃଦ୍ଧ ବୃଦ୍ଧା ମାନେ ବିକ୍ଷୋଭରେ ବସିଛନ୍ତି । ଲଗାଣ … Read More

ଚାକିରି କରାଇ ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭଦ୍ରକ: ଚାକିରି କରାଇଦେବା ନାଁରେ ଏକ କୋଟି ଟଙ୍କା ଠକେଇ। ଠକକୁ ଦୀଘାରୁ ବାନ୍ଧିଲା ଭଦ୍ରକ ପୁଲିସ । ସରକାରୀ ଚାକିରୀ କରାଇ ଦେବା ନାଁରେ ଠକୁଥିବା ଜଣେ ଠକକୁ ଦୀଘାରୁ ବାନ୍ଧିଛି ଭଦ୍ରକ ଟାଉନ ପୋଲିସ । ଅଭିଯୁକ୍ତ ଯୁବକ ଜଣକ … Read More