ପାଟ୍ରୋଲିଂ ବେଳେ କନେଷ୍ଟବଳଙ୍କୁ କାର୍ ଚଢ଼ାଇ ମାରି ଦେବାକୁ ନିଶା ମାଫିଆଙ୍କ ଉଦ୍ୟମ
ଜଗତସିଂହପୁର: ପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ । କାର୍ ଚଢ଼ାଇ ମାରିଦେବାକୁ ଉଦ୍ୟମ । ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଆକ୍ରମଣ କଲେ ଡ୍ରଗ୍ସ ମାଫିଆ । ଜଗତସିଂହପୁର ଜିଲ୍ଲା ସଦର ଥାନା କଲେଜ ଛକ ଠାରେ ଆକ୍ରମଣ ହୋଇଛି । କାର … Read More
