ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍

ବ୍ରହ୍ମପୁର :  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ହୋଇପାରିଲାନି ଚାର୍ଜ ଫ୍ରେମ୍ । … Read More

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ମାପଚୁପ, ତହସିଲ ପକ୍ଷରୁ ହୋଇଥିଲା ନୋଟିସ୍

ଚଣ୍ଡିଖୋଲ ୧୭।୨: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ । କିଛି ଦିନ ତଳେ ଏହି ଫାର୍ମହାଉସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ପ୍ରଣବ ଏହି … Read More

ଚିକିତ୍ସାଧୀନ ଅବସ୍ଥାରେ PEO ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ, ନାଁରେ ଆସିଥିଲା ନିର୍ଯାତନା ଅଭିଯୋଗ

ଦିଗପହଣ୍ଡି ୧୭।୨: ଆଖିବୁଜିଲେ ଚିକିଟି ପିଇଓ । ଚିକିଟି ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ବିଷପାନ କରିଦେଇଥିଲେ ଚିକିଟି ପିଇଓ । ପିଇଓ ବି.ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ … Read More

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ

ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ  ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ। ସୂଚନା ଯୋଗ ଯେ, … Read More

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ଆଜି ୨୧ତମ ବ୍ୟାଚ୍ ମୁଖ୍ୟ ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଅଗ୍ନିଶମ … Read More

ସାତମାରି ପାହାଡରେ ମାଓକ୍ୟାମ୍ପ, କମ୍ବିଂ ଅପରେସନ ଜାରି

ନୂଆପଡ଼ା : ମାଓ ଦମନ ଅଭିଯାନରେ ବଡ଼ ସଫଳତା ।  ପାହାଡ଼ରୁ ଠାବ ହେଲା ମାଓକ୍ୟାମ୍ପ ।  ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ସାତମାରି ପାହାଡରେ ମାଓକ୍ୟାମ୍ପ ଠାବ ହୋଇଛି ।  ନୂଆପଡ଼ା ଡିଭିଜନ ମାଓ ସଂଗଠନ ଦ୍ଵାରା ମାଟିତଳେ ବନ୍ଧୁକ … Read More

ଆସନ୍ତାକାଲିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ପ୍ରଥମ ବୋର୍ଡ଼ ବାଧ୍ୟତାମୂଳକ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା । ସ୍କୁଲ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ CBSE ପକ୍ଷରୁ ଆଡଭାଇଜରୀ । ସକାଳ ୧୦ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ୧୦ଟା … Read More

କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ୩୦୦୦ ରୁ ଅଧିକ ଗ୍ରାମକୁ ପାନୀୟ ଜଳ ଯୋଗାଇବ ବେଦାନ୍ତ, ହେବ ଅତ୍ୟାଧୁନିକ ଜଳ ବିଶୋଧନାଗାର

ରାୟଗଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ‘ଜଳ, ପରିମଳ ଏବଂ ସ୍ୱଚ୍ଛତା’ (ୱାଶ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଜଳ ବିଶୋଧନ ବ୍ୟବସ୍ଥା ସହିତ ସୌର-ଚାଳିତ ନଳକୂପ ସ୍ଥାପନ କରି … Read More

୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ

ଭୁବନେଶ୍ୱର : ୨୦୨୬-୨୭ରେ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ ।  ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର ।  କାଲି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବ୍ରୁଆରୀ ୨୦ରେ … Read More

ବାଉନ୍ସରଙ୍କ ପାଇଁ ବାରରେ ବଢୁଛି ଆକ୍ରମଣ, ଏଣିକି ଏକ୍ସାଇଜ ଓ ପୋଲିସ ଟିମ୍ କରିବେ ଜଏଣ୍ଟ ରେଡ

ଭୁବନେଶ୍ୱର : ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ । ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ … Read More