ଗଛରେ ପିଟି ହୋଇ ରାସ୍ତାକଡ଼କୁ ଖସିଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ
କଟକ : ରାସ୍ତାକଡ଼କୁ ଖସିଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ । କଟକ ଜିଲ୍ଲା ବାଙ୍କୀରୁ ବ୍ରହ୍ମପୁରା ଦେଇ ପୁଇଞ୍ଚା ଯାଉଥିବା OSRTC ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭେଡା ଦୁର୍ଗାପୁର ଶବର ସାହି ନିକଟରେ … Read More
