ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ମୁହାଁମୁହିଁ ଖବର ମିଛ, ସ୍ପଷ୍ଟ କଲା ପୂର୍ବତଟ ରେଳବାଇ
କଟକ : ମେମୁ ଟ୍ରେନ୍ ମୁହାଁମୁହିଁ ଖବର ମିଛ । ସ୍ପଷ୍ଟ କଲା ପୂର୍ବତଟ ରେଳବାଇ । ରେଳବାଇର ବଡ଼ ସ୍ପଷ୍ଟୀକରଣ ପାନିକ ହୁଅନ୍ତୁ ନାହିଁ । ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ଧକ୍କାରୁ ବର୍ତ୍ତିବା ନେଇ ଖବର ହୋଇଥିଲା । … Read More
