ରାଇଘର ସରକାରୀ ହଷ୍ଟେଲରେ ଗଣ୍ଡଗୋଳ: ନବମ ଶ୍ରେଣୀ ଛାତ୍ରକୁ ମାଡ଼ ମାରିଲେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ସରକାରୀ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରକୁ ଅଷ୍ଟମ ଶ୍ରେଣୀର ଦୁଇ ଜଣ ଛାତ୍ର ନିର୍ଦ୍ଧୁମ ମାଡ଼ ମାରୁଥିବା ଭିଡ଼ିଓ ଏବେ ସସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ହେଉଛି ନବରଙ୍ଗପୁର ଜିଲ୍ଲା … Read More

କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ: ୧୦ ଆହତ, ଉପୁଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର କଙ୍କଡା ଗାଁ ଆଜି ଅପରାହ୍ନରେରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। କିଛି ସମୟ ତାଣ୍ଡବରେ କରିଦେଲା କାଳବୈଶାଖୀ ପ୍ରଭାବରେ  ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ … Read More

୮ ବାଲି ବୋଝେଇ ହାଇୱା। ଜବତ

ରେଙ୍ଗାଲିକ୍ୟାମ୍ପ : ରାଜ୍ୟରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଆଜି ପ୍ରଶାସନର କଡ଼ା ଆଭିମୁଖ୍ୟ ଯୋଗୁଁ ବଳି ମାଫିଆଙ୍କ ବଡ଼ ଝଟକା ମିଳିଛି। ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୮ଟି ବାଲି ବୋଝେଇ … Read More

ମାଓମୁକ୍ତ ହେଲା କଳାହାଣ୍ଡି ଜିଲ୍ଲା, ଆତ୍ମସମର୍ପଣ କଲେ ୧୧ ମାଓବାଦୀ

କଳାହାଣ୍ଡି : ବିଜିଏନ ଡିଭିଜନ ହେଲା ଶକ୍ତି ଶୁନ୍ୟ । ଆତ୍ମସମର୍ପଣ କଲେ ୧୧ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଓଡିଶା ପୋଲିସ ଦ୍ଵାରା ମାଓବାଦୀ ଆତ୍ମସମର୍ପଣ ସମାରୋହ ।  ଏଥିରେ ଓଡ଼ିଶା ପୋଲିସ … Read More

ବନ୍ଦ ହେବ ଶିଶୁ ଭିକ୍ଷାବୃତ୍ତି: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି ।  ଏନେଇ ଆୟୋଗର ଅଧ୍ୟକ୍ଷା … Read More

ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ସୋର: ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ସ୍ତ୍ରୀର ମୃତଦେହ ଉଦ୍ଧାର । ଘର ପଛପଟୁ ସ୍ବାମୀର ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ଥାନା ମହାରୂଦ୍ରପୁରରେ ଅଭାବନୀୟ ଘଟଣା । ପାରିବାରିକ କଲହରୁ … Read More

ଗ୍ୟାସ୍ ସଙ୍କଟ: ବନ୍ଦ ହେଲା ହୋଟେଲ, ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ

ଭୁବନେଶ୍ବର: ଗ୍ୟାସ ସଙ୍କଟ ଯୋଗୁଁ ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ । ପୂର୍ବରୁ ପ୍ଲେଟ ୨୦ ଟଙ୍କା ନେଉଥିଲେ, ଏବେ ନେଉଛନ୍ତି ୨୫ଟଙ୍କା । ଗ୍ୟାସ ଦାମ ବୃଦ୍ଧି କହି ଗ୍ରାହକଙ୍କଠାରୁ ୫ଟଙ୍କା ଅଧିକ ନେଉଛନ୍ତି ଦୋକାନୀ । କିଛି … Read More

ଘରେ ପଶି ଲୁଟିନେଲେ ଏଲପିଜି ସିଲିଣ୍ଡର୍

ବାରଙ୍ଗ: ମାତିଲେ ଗ୍ୟାସ ଚୋର । ଘରୁ ଟେକିନେଲେ ସିଲିଣ୍ଡର୍ । ସିସିଟିଭିରେ କଏଦ ହେଲା ଚୋର କଳା କାରନାମା । ବାରଙ୍ଗ ଥାନା ବଛିପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଘରେ କେହି ନଥିବାର ସୁଯୋଗ ନେଇ ଦିହିପହରେ ଘରେ ପଶି … Read More

ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୭ ଆହତ

ରାୟଗଡ଼ା: ଓଲଟିଲା ପିକଅପ ଭ୍ୟାନ, ୨ ମୃତ । ୭ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ରାୟଗଡା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ କଳକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିଥିଲା। ସମସ୍ତଙ୍କୁ … Read More

ଜଳିଗଲା ଭେରାଇଟି ଷ୍ଟୋର: ଚାଲିଗଲା ବାପା-ପୁଅଙ୍କ ଜୀବନ

ବେଗୁନିଆ: ଜଳିଗଲେ ବାପା–ପୁଅ । ଦୋକାନ ଭିତରେ ଶୋଇଥିବାବେଳେ ଲାଗିଲା ନିଆଁ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସାନପଦର ଗାଁରେ ଅଘଟଣ ଘଟିଛି। ସାନପଦର ବଜାରରେ ବାପା–ପୁଅ ଚା ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ । ଉଭୟ ଦୋକାନ ଭିତରେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି କିଛିଦିନ ପୂର୍ବରୁ, ଜଳିଗଲା ୮ ବଖରା ଘର । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁର ବଳ ସାହିରେ ଅଗ୍ନିକାଣ୍ଡ । ୪ଜଣଙ୍କର ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । … Read More