ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ … Read More

ବୁଧବାରଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତିର ଦ୍ବିତୀୟ ପର୍ଯ୍ୟାୟ

ପୁରୀ : ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାର ଗଣତି ମଣତି ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି। ବୁଧବାର (୮ ଅପ୍ରିଲ୍‌ରୁ) ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ … Read More

ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲର ୧୮ତମ ବାର୍ଷିକ ଉତ୍ସବ ‘ଗ୍ଲୋରିଆଲ୍-୨୦୨୫-୨୬’ ଅନୁଷ୍ଠିତ

ଚନ୍ଦକା  :  ଭୁବନେଶ୍ୱର ସୁନ୍ଦରପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲ’ ପରିସରରେ ବିଦ୍ୟାଳୟର ୧୮ତମ ବାର୍ଷିକ ଉତ୍ସବ “ଗ୍ଲୋରିଆଲ୍-୨୦୨୫-୨୬” ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି ।  ଶିକ୍ଷା, ସଂସ୍କୃତି ଓ ସଫଳତାର ଏହି ମହାମିଳନରେ ବହୁ … Read More

ଓଡ଼ିଶାରେ ପଶିପାରିବନି ବାହାର ରାଜ୍ୟର ଗାଡ଼ି, ୧୦ ବର୍ଷରୁ ଅଧିକ ହେଲେ ମିଳିବନି ପରମିଟ୍

କଟକ ୬।୪: ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । … Read More

ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଓ ବିଜେଡିର ରଣନୀତି

ଭୁବନେଶ୍ବର ୦୬/୦୪: ଟାର୍ଗେଟରେ ୨୦୨୭ ପଞ୍ଚାୟତ ନିର୍ବାଚନ । ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଓ ବିଜେଡିର ରଣନୀତି । ଅକ୍ଟୋବର,ନଭେମ୍ବରରୁ ବିଜେଡି ସୁପ୍ରିମୋ ନବୀନ ଜିଲ୍ଲା ବୁଲିବା କଥା କହିବା ପରେ ବିଜେପି ଆରମ୍ଭ କରିବ ଗାଁ ଚାଲ ଅଭିଯାନ … Read More

ପରିବେଶ ନିୟମ ମାନିଲାନି ଶ୍ୟାମ ମେଟାଲିକ୍ସ: ଶେଷରେ ସିପିସିବି ନିର୍ଦ୍ଦେଶରେ ସିଲ୍ ହେଲା କମ୍ପାନୀ

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ସକାଳୁ କମ୍ପାନୀକୁ ସିଲ୍ କରାଯାଇଛି। ପିସିସିବି ପକ୍ଷରୁ … Read More

ରାଜ୍ୟରେ ୧୦ ତାରିଖ ଯାଏ ରହିବ କାଳବୈଶାଖୀର ପ୍ରଭାବ, ଏସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର : ଅସହ୍ୟ ଖରା, ଗରମରୁ ମିଳିଲା ଆଶ୍ୱସ୍ତି। ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ , ଘଡଘଡି, ବିଜୁଳି, ପବନ ମାଡ, କୁଆପଥର ସହ ହୋଇଛି ପ୍ରବଳ ବର୍ଷା। ବିଶେଷ କରି ବରଗଡ଼, ପାଟଣାଗଡ଼, କଳାହାଣ୍ଡି କଲମପୁରରେ କାଳବୈଶାଖୀର ତାଣ୍ଡବ … Read More

ବିଜେଡିରୁ ନିଲମ୍ବିତ ହେଲେ ମୁକ୍ତିକାନ୍ତ ମଣ୍ତଳ ଓ ମଞ୍ଜୁଲତା ମଣ୍ତଳ

ଭୁବନେଶ୍ଵର:ବିଜେଡିରୁ ନିଲମ୍ବିତ ହେଲେ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ଅଭିଯୋଗରେ  ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।  ପୂର୍ବତନ ବିଧାୟକ ମୁକ୍ତିକାନ୍ତ … Read More

ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ … Read More

ରକ୍ତ ଯୋଗାଡ଼ କରାଇଦେବା ନାଁରେ ଠକେଇ, ତିନି ଦଲାଲ୍‌ ଗିରଫ

କଟକ: ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଓ ବଡ଼ଡାକ୍ତରଖାନା ଗୁଡ଼ିକରେ ଦଲାଲଙ୍କ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ରାଜ୍ୟର ବଡ଼ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା, ରକ୍ତଯୋଗାଇବା ଆଳରେ ଦଲାଲ୍‌ ଗୋଷ୍ଠୀ ରୋଗୀ ସଂପର୍କୀୟଙ୍କ ଠାରୁ ଲୁଟି ନେଉଥିବା ଦେଖିବାକୁ … Read More