ପ୍ଲଟ୍ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ
ବ୍ରହ୍ମପୁର:ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡୁରା ଗ୍ରାମ ପଞ୍ଚାୟତ ନିକଟସ୍ଥ ଡିଫେନ୍ସ କଲୋନୀ ଅଞ୍ଚଳରୁ କିଛି … Read More
