ବ୍ରହ୍ମପୁର ଷ୍ଟେସନରୁ ସଂଖ୍ୟାଲଘୁ ସଂପ୍ରଦାୟର ୩୪ ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ

ଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା।  ଛାତ୍ର ମାନେ ପଶ୍ଚିମବଙ୍ଗରୁ ହାଇଦ୍ରାବାଦ … Read More

ଦଣ୍ଡ ନାଁରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେଲେ ପ୍ରଧାନଶିକ୍ଷକ, ଫାଟକ ଆଗରେ ଅଭିଭାବକଙ୍କ ଧାରଣା

ଯାଜପୁର ରୋଡ: ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇଦେଲେ ପ୍ରଧାନ ଶିକ୍ଷକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ବିଭିନ୍ନ ଅଭିଯୋଗ ହୋଇଥିଲା … Read More

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି ।  ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ … Read More

ଖୁଡିକୁ ଠେଙ୍ଗାରେ ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ ପୁତୁରା

ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଘଟଗାଁ ଥାନା ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁତୁରା ବିଦ୍ୟାଧର ମହାନ୍ତ(୫୬)ଙ୍କ ଆକାଶିଆ କାଠ ଠେଙ୍ଗା ମାଡରେ ଖୁଡ଼ି ସ୍ବର୍ଗତ ରାଜୁ ମହାନ୍ତଙ୍କ ପତ୍ନୀ କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ … Read More

ନିର୍ମାଣ ହେବ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ, ରାଜସ୍ଵ ବିଭାଗର ନୂଆ ଏସ୍‌ଓପି

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜସ୍ଵ ବିଭାଗ ନୂଆ ଏସ୍‌ଓପି ପ୍ରସ୍ତୁତ କରିଛି। ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ ନିର୍ମାଣ ହେବ। ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍‌ … Read More

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା

ସୁନ୍ଦରଗଡ଼ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ର ତଳସରା ଥାନା ଡମକୁଡା ଗ୍ରାମରେ ଘଟିଛି। ଘରୋଇ କଳିରୁ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରିଛି ସ୍ୱାମୀ। ମିଳିଥିବା … Read More

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା ସମୟରେ କାମକୁ ଯାଇଥିଲେ। … Read More

୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ହେବ JSW-POSCO ପ୍ଲାଣ୍ଟ ନିର୍ମାଣ

ଭୁବନେଶ୍ୱର : ଓଡ଼ିଶାରେ ହେବ JSW-POSCO ପ୍ଲାଣ୍ଟ ।  ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ଷ୍ଟିଲ ପ୍ଲାଣ୍ଟ ହେବ ନିର୍ମାଣ ।  ଷ୍ଟିଲ ପ୍ଲାଣ୍ଟ ନେଇ JSW ଓ POSCO ମଧ୍ୟରେ ହୋଇଥିବା ଚୁକ୍ତିକୁ ଜେଏସଡବ୍ଲ୍ୟୁ ଷ୍ଟିଲ ବୋର୍ଡ ଆନୁଷ୍ଠାନିକ ଭାବେ ମଞ୍ଜୁରୀ … Read More

୫୦ ଲକ୍ଷ ଟଙ୍କା ନ ଦେଲେ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ

ପିପିଲି : ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସହ ଶୈବ ପୀଠକୁ ବୋମା ପକାଇ ଉଡାଇ ଦେବାକୁ ଧମକ  l  ଫୋନ୍ ପେ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମନ୍ଦିର ସେବାୟତଙ୍କୁ ଧମକ ଦେଇଛନ୍ତି ଜଣେ ମହିଳା  l  … Read More

ମହାରାଷ୍ଟ୍ର, ଓଡ଼ିଶା ଓ ବିହାରରୁ ୪ ଆତଙ୍କୀ ଗିରଫ, ବଡ଼ ଧରଣର ଆଇଡି ବିସ୍ଫୋରଣ ଯୋଜନା ପଣ୍ଡ

ଭୁବନେଶ୍ୱର : ବଡ଼ ଧରଣର ଆଇଡି ବିସ୍ଫୋରଣ ଥିଲା ପ୍ଲାନ୍ ।  ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଦେଇଛି। ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରରୁ ୨ … Read More