ଦ୍ରୁତ ଗତିରେ ଆଗେଇ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର … Read More

ଆସନ୍ତା ୨୬ରୁ ଜୁନ୍‌ ୩୦ ଯାଏଁ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ … Read More

ବଦଳିଲା OTET 2026 ପରୀକ୍ଷା ତାରିଖ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, BSE, ଓଡ଼ିଶା ସୂଚନା ଦେଇଛି ଯେ ଜୁନ୍ 21 ତାରିଖରେ … Read More

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ରହିଲା ମାତ୍ର ୪ ଗାଡ଼ି

ଭୁବନେଶ୍ଵର:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ସମଗ୍ର ବିଶ୍ବ ତୈଳ ସଂଙ୍କଟ ନେଇ ଚିନ୍ତାରେ ପଡିଛନ୍ତି। ଏହାରି ଭିତରୁ ବାଦ ପଡିନାହିଁ ଭାରତ। ଭାରତରେ ଦିନକୁ ଦିନ ତୈଳ ସଂଙ୍କଟ ଦେଖାଦେଉଥିବାରୁ ଚିନ୍ତାରେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ … Read More

କାଲିଠାରୁ ୬ଦିନ ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କ

ଭୁବନେଶ୍ବର : ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଏହି ତଥ୍ୟ। ନଚେତ ଆପଣ ମଧ୍ୟ ହଇରାଣ ହୋଇ ପାରନ୍ତି। କାରଣ ଆଗାମୀ ୬ଦିନ ବ୍ୟାଙ୍କ ବନ୍ଦ ରହିବ। ସୂଚନା ଅନୁସାରେ ଆସନ୍ତା କାଲି ୨୩ ତାରିଖ ଚଳିତ ମାସର … Read More

ଅଂଶୁଘାତରେ ୩ ମୃତ, ଜଣେ ଗୁରୁତର

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ୍ୟ କରି ନ ପାରି ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଜଣଙ୍କର ଏବଂ ବୁଗୁଡ଼ା ଥାନାଞ୍ଚଳରେ ଆଉ ୨ ଜଣଙ୍କ … Read More

ନକଲି NIA ଅଫିସରକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ନକଲି NIA ଅଫିସରକୁ ମାଡିବସିଲା ପୋଲିସ !।  ଥାନାରେ ଦଲାଲି କରିବାକୁ ଆସି ଧରାପଡିଲା ଠକ ।  ରାଜଧାନୀରୁ ଧରାପଡିଲା ନକଲି NIA ଅଫିସର ।  ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି ।  … Read More

ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କାର ଠକେଇ, ୨ ଗିରଫ

ଭୁବନେଶ୍ୱର : ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କା ଚଳୁ । EOW ଜାଲରେ ଆଉ ୨ ଠକ । ରାୟପୁରରୁ ମାଡିବସିଲା ଟିମ୍ । ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ଗାଏବ … Read More

ଆସୁଛି ଦୁଇଟି ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର  : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ … Read More

ଶିଶୁଯତ୍ନ ଅନୁଷ୍ଠାନରୁ ୪ ନାବାଳିକା ନିଖୋଜ, ସଂପୃକ୍ତ ସଂସ୍ଥା ନାବାଳିକାଙ୍କୁ ବିକ୍ରି କରିଥିବା ଅଭିଯୋଗ

ବାଲେଶ୍ବର: ଶିଶୁଯତ୍ନ ଅନୁଷ୍ଠାନ ପରିସରରୁ ୪ ନାବାଳିକା ନିଖୋଜ । ବାଲେଶ୍ବର ରେମୁଣା ଥାନା ଅନ୍ତର୍ଗତ ମାରିଲାକ ସେବା ସଦନରେ ଗତକାଲି ରାତିରେ ୪ ଜଣ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ମାମଲାରେ ପୂର୍ବରୁ ନିଖୋଜ ନାବାଳିକାଙ୍କୁ ଉଦ୍ଧାର … Read More