କାନ୍ଥ ଭୁଶୁଡ଼ି ୩୦ ଆହତ, ୧୫ ଜଣଙ୍କ ଅବସ୍ଥା ଗୁରୁତର

ବଣାଇ: ମାଟି କାନ୍ଥ ଭୁଶୁଡ଼ି ୩୦ ଆହତ। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାନେଇକେଲା ଗାଁରେ ଅଘଟଣ ଘଟିଛି। ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବାବେଳେ କାନ୍ଥ ଭୁଶୁଡି ପଡିଥିଲା । ୩୦ ଜଣ ଆହତ ହୋଇଥିଲେ। ୨୦ … Read More

ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ, ଅନେକ ଧନ ଜୀବନ ହାନି

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବର୍ଷାରେ ଭାଙ୍ଗିଛି ଘର ତ କେଉଁଠି ପବନରେ ଉଡ଼ିଲାଣି ଚାଳଛପର। ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଜୋରରେ ପବନ ସହ … Read More

ମାଟ୍ରିକ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍ … Read More

ମେ’ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା

ଭୁବନେଶ୍ୱର:  ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ … Read More

ମେ’ ୪ରେ ହେବନି ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିେଯାଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ … Read More

ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ଅବସରପ୍ରାପ୍ତ କର୍ମଚାରୀ

କଟକ : ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ବାବୁ ।  କେଉଁଝର ହାଟଡିହି ବ୍ଲକର ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ସମସ୍ତଙ୍କ ୨ ବର୍ଷର ସଶ୍ରମ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା … Read More

ବକେୟା ଦରମା ନ ଦେଲେ ସପରିବାର ଧାରଣାରେ ବସିବେ ଆରଏମସି କର୍ମଚାରୀ

ରେଙ୍ଗାଲିକ୍ୟାମ୍ପ: ଦରମା ପାଇଁ ଗର୍ଜିଲେ ଆରଏମସି କର୍ମଚାରୀ।  ୫ ତାରିଖରୁ ସପରିବାର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ଅଜବ ସ୍ଥିତି। ପ୍ରଶାସନିକ ସ୍ତରରେ ସବୁକିଛି ଠିକ୍ ଚାଲିଥିବା ଦାବି କରାଯାଉଥିଲେ ହେଁ, ବାସ୍ତବ … Read More

ମହାନଦୀ ଜଳ ବିବାଦ ମାମଲା: ମେ’ ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ହେଲା ଗୁରୁତ୍ବପୂର୍ଣ୍ଣ ଶୁଣାଣି ।  ମହାନଦୀର ସଂଗୃହୀତ ଜଳ ବାବଦରେ ବୈଷୟିକ କମିଟିର ଯୁଗ୍ମ ସ୍ବାକ୍ଷରିତ ରିପୋର୍ଟ ଦାଖଲ । ରିପୋର୍ଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ … Read More

ଏସଆଇ ଚାକିରି କେଳେଙ୍କାରୀ ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ସିବିଆଇ ପକ୍ଷରୁ NBW ଜାରି

ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି କେଳେଙ୍କାରୀ ମାମଲାରେ ସିବିଆଇ ପକ୍ଷରୁ ୮ଜଣଙ୍କ ନାଁରେ NBW ଜାରି । ସିବିଆଇ ପକ୍ଷରୁ ଜାରି ହୋଇଥିବା ସମନର ଉତ୍ତର ନରଖିବାରୁ ୮ ଜଣଙ୍କ ନାଁରେ NBW ଜାରି କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । … Read More

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ: ପାସ୍‌ ହାର ୯୫.୩୩%, ଗଜପତି ସବୁଠୁ ଆଗୁଆ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍ … Read More