ଯୁବକଙ୍କୁ ଅଧ କିଲୋମିଟର ଘୋଷାଡ଼ି ନେବା ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା ଅଞ୍ଚଳରେ ବର୍ବରତା ! । ଯୁବକଙ୍କୁ ଘୋଷାଡ଼ି ନେଇ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ବର୍ବର ଘଟଣା ଘଟିଛି। ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ମଣ୍ଟୁ ଶତନାମୀ । … Read More

ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍, ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ବର: ଡିଜିପିଙ୍କ ନିର୍ଦ୍ଦେଶ ସମସ୍ତ ଥାନାରେ ସକାଳ ୯ଟା ପୂର୍ବରୁ ଦୈନିକ “ବ୍ରିଫିଂ ପରେଡ୍” ବାଧ୍ୟତାମୂଳକ । ଏଣିକି ପ୍ରତିଦିନ ସକାଳ ୯ଟା ପୂର୍ବରୁ ସମସ୍ତ ଥାନାରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ ହେବ । ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର … Read More

ଜମି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର … Read More

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ

ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି ।  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର … Read More

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ସଙ୍କାଟପନ୍ନ

ସମ୍ବଲପୁର: ସମ୍ବଲପୁରରେ ଆତଙ୍କରାଜ । ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଯୁବକ ବିକି ରଏ । ସଙ୍କାଟପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରାଯାଇ ଭୀମସାରରେ ଭର୍ତ୍ତି କରାଯାଇଛି । … Read More

ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ହତ୍ୟା

ନୟାଗଡ଼: ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ମୁଣ୍ଡ ଗଡ଼ିଲା । ଓଡ଼ଗାଁ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ା ପଥର ଖଣି ଚାଲି ଥିବା ବେଳେ, ଏହାକୁ ସ୍ଥାନୀୟ ଲୋକ ମାନେ ବିରୋଧ କରି ଆସୁଥିଲେ । … Read More

ରାଜଧାନୀରେ ‘ନାଇଟ୍ ଅପରେସନ’, ଆକ୍ସନ ମୋଡରେ କମିଶନରେଟ ପୋଲିସ

ଭୁବନେଶ୍ବର: ରାଜଧାନୀରେ ପୋଲିସର ‘ନାଇଟ୍ ଅପରେସନ’ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଡିଜିପିଙ୍କ ସହ ଆଲୋଚନା ପରେ ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ । ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ … Read More

ଜାଲ ଦସ୍ତଖତ କରି ୮କୋଟି ଠକେଇ; ୫ ଗିରଫ

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବଟ୍ରେଜେରୀରେ ଅର୍ଥ ତୋଷାରପାତ ଅଭିଯୋଗରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ ଚାନ୍ଦବାଲି ସବଟ୍ରେଜେରୀ ଅଫିସର ସହକାରୀ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ସବଟ୍ରେଜେରୀ ଅଧିକାରୀ … Read More

ଆଇଆଇଟି କ୍ୟାମ୍ପସରେ ହଷ୍ଟେଲ ବାଲକୋନୀରୁ ପଡ଼ି ପିଏଚଡି ଛାତ୍ର ମୃତ

ଭୁବନେଶ୍ୱର : ଆଇଆଇଟି କ୍ୟାମ୍ପସରେ ଅଘଟଣ। ବଏଜ୍ ହଷ୍ଟେଲର ବାଲକୋନୀରୁ ପଡ଼ି ଛାତ୍ର ମୃତ। ଘଟଣା ଘଟିଛି ଗତକାଲି ମଧ୍ୟରାତି ସମୟରେ। ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଦ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର। ନିଶାନ୍ତ ସେହି କଲେଜର ପିଏଚଡିର ଛାତ୍ର ଥିଲେ। … Read More

ଇସ୍କନ ପକ୍ଷରୁ ଲଣ୍ଡନରେ ମହାପ୍ରଭୁଙ୍କ ଅଦିନିଆ ସ୍ନାନଯାତ୍ରା

ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କୁ ଅସମ୍ମାନ କଲା ଇସ୍କନ। ଲଣ୍ଡନରେ ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ସ୍ନାନ ଯାତ୍ରା ଆୟୋଜନ କରାଯାଇଛି । ଲଣ୍ଡନ ନିକଟ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଏହି ସ୍ନାନ ଯାତ୍ରା ହେଉଛି । … Read More