କିଲୋମିଟର ପିଛା ୨ ପଇସା ବଢ଼ିଲା ଘରୋଇ ବସ ଭଡ଼ା

କଟକ: ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପକେଟକୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ ଭଡ଼ା । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ କିଲୋ … Read More

ସାବିତ୍ରୀ ବ୍ରତ ଦିନ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ବଲାଙ୍ଗୀର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ନିରୋଗ ଜୀବନ କାମନା କରି ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ନିଷ୍ଠାର ସହ ଉପବାସ ଏବଂ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ବିଧିର ବିଡ଼ମ୍ବନା ଦେଖନ୍ତୁ, ଯେଉଁ ସ୍ୱାମୀର ମଙ୍ଗଳ … Read More

ତୈଳ ସଙ୍କଟ: ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ, ଡିଲର ସଂଘର ପ୍ରତିଶ୍ରୁତି

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଅଭାବ ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ଆସିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଅଭାବନୀୟ ଭିଡ଼ ଏବଂ କୃତ୍ରିମ ସଙ୍କଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ଓ … Read More

ତାଲିକାରୁ ବାଦ୍ ପଡ଼ିଲା ୯.୮୦ ଲକ୍ଷ ଭୋଟରଙ୍କ ନାମ, ସୂଚନା ଦେଲେ CEO

ଭୁବନେଶ୍ବର: ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ବଡ଼ ସୂଚନା  ।  ୯ ଲକ୍ଷ ୮୦ ହଜାର ନାମ ବାଦ୍ ।  ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ … Read More

ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ, ୨ ବହୁତଳ ପ୍ରାସାଦ ଓ ୭ ଦାମୀ ପ୍ଲଟ ଠାବ

ଭଦ୍ରକ : ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ । ଭଦ୍ରକ କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । କୁବେର … Read More

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ପୂର୍ବ ଶତ୍ରୁତାକୁ ନେଇ ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା ନୂଆଗାଁ ଅଞ୍ଚଳରେ । … Read More

ରାଜ୍ୟରେ ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହା ୨୦୨୬ ଜାନୁଆରୀ … Read More

ମେ’ ୨୬ରେ କେରଳ ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଏଥର ଶୀଘ୍ର ଆସିବ ମୌସୁମୀ ।  ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ … Read More

ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଅଧାବାଟରେ ଚାଲିଗଲା ରୋଗୀର ଜୀବନ !

କଟକ : ରାଜ୍ୟରେ ସାଂଘାତିକ ହୋଇଛି ତୈଳ ସଙ୍କଟ । ବିଭିନ୍ନ ସ୍ଥାନରେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ବ୍ରିଜ୍ ମଝିରେ ତେଲ ସରିଯିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ … Read More

ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ, ପେଟ୍ରୋଲ ସଙ୍କଟ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରିତିକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ପାରାଦୀପରେ ତେଲ ରିଫାଇନାରି ଅଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। … Read More