ଥାନାରେ ପୁଣି ଥାର୍ଡଡିଗ୍ରୀ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ
ବ୍ରହ୍ମପୁର : ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ । ମୃତ ଯୁବକ ହେଲେ ସୁଶାନ୍ତ କୁମାର … Read More
